Advertisment

ଘର ମାଲିକ କାହିଁକି ଏଗ୍ରିମେଣ୍ଟ କରୁ ନାହାନ୍ତି

ଯଦି ଏଗ୍ରିମେଣ୍ଟ ନାହିଁ, କିଭଳି ଜବରଦସ୍ତ ରହୁଥିବା ଭଡ଼ାଟିଆଙ୍କୁ କାଢ଼ିବେ?

author-image
Jitendra Garnayak

ଭଡ଼ାଟିଆ ରଖିଲା ବେଳେ ଏଗ୍ରିମେଣ୍ଟ କରନ୍ତୁ। ଯଦି ଏଗ୍ରିମେଣ୍ଟ ନାହିଁ, କିଭଳି ଜବରଦସ୍ତ ରହୁଥିବା ଭଡ଼ାଟିଆଙ୍କୁ କାଢ଼ିବେ? ସେ ସଂପର୍କରେ ଆଇନଗତ ପରାମର୍ଶ ଦେଇଛନ୍ତି ଆଡଭୋକେଟ୍ ଆଶିଷ ମିଶ୍ର। 

Advertisment