Advertisment

ଏମିତି ଲୋକଙ୍କୁ କାହିଁକି ହଇରାଣ କରନ୍ତି ସରକାର ?

ଯଦି ଏଭଳି ଲୋକଙ୍କ ଚାଉଳ କଟାଯିବ ତେବେ ମିଳିବ କାହାକୁ ? ଭିନ୍ନକ୍ଷମ ହୋଇ ବି ଗଣ୍ଡେ ଚାଉଳ ପାଇଁ ଏତେ ହନ୍ତସନ୍ତ ।

author-image
Manoj Swain

ଯଦି ଏଭଳି ଲୋକଙ୍କ ଚାଉଳ କଟାଯିବ ତେବେ ମିଳିବ କାହାକୁ ? ଭିନ୍ନକ୍ଷମ ହୋଇ ବି ଗଣ୍ଡେ ଚାଉଳ ପାଇଁ ଏତେ ହନ୍ତସନ୍ତ । ପ୍ରଥମେ କାଟିଦେଲେ ଏବେ ଆଉ ଶୁଣୁନି ପ୍ରଶାସନ । ଗୁହାରି କରିବେ କାହାକୁ ?

Advertisment
Odisha Mayurbhanj