କାହିଁକି ଅଟୋ ପଛରେ ଧାଉଁଥିଲା ଗାଈ ?

ପ୍ରାୟ ଦେଢ଼ ବର୍ଷ ତଳର କଥା ହେବ, ଡମଣା ଛକ ନିକଟରେ ଏକ ଛୋଟ ବାଛୁରୀକୁ ଏକ ଗାଡି ଚଢାଇ ଦେଇଥିଲା।

Manoj Swain
  • Published: Friday, 23 August 2024
  • Updated: 23 August 2024, 07:28 PM IST

Sports

Latest News

ପ୍ରାୟ ଦେଢ଼ ବର୍ଷ ତଳର କଥା ହେବ, ଡମଣା ଛକ ନିକଟରେ ଏକ ଛୋଟ ବାଛୁରୀକୁ ଏକ ଗାଡି ଚଢାଇ ଦେଇଥିଲା। ଫଳରେ ବାଛୁରୀର ଗୋଡଟି ସଂପୂର୍ଣ୍ଣ ଭାଙ୍ଗି ଯ଼ାଇଥିଲା। ଆଉ ଏ ହେଉଛି ଦେଢ ବର୍ଷ ତଳର ସେହି ପୁରୁଣା ଭିଡିଓ । ଯେଉଁଥିପାଇଁ ଏମିତି ପଛେ ପଛେ ତାର କୁନି ବାଛୁରୀ ଧାଉଁଥିଲେ ବି ଅଟୋକୁ ଛାଡିବାକୁ ନାରାଜ ଥିଲା ଗାଈ.. । ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos