Special Story : ଜଣାପଡିଲା ସତ...କାହିଁକି ଅଟୋ ପଛରେ ଧାଉଁଥିଲା ଗାଈ | Unconditional Love | Cow | OR
Advertisment
ପ୍ରାୟ ଦେଢ଼ ବର୍ଷ ତଳର କଥା ହେବ, ଡମଣା ଛକ ନିକଟରେ ଏକ ଛୋଟ ବାଛୁରୀକୁ ଏକ ଗାଡି ଚଢାଇ ଦେଇଥିଲା। ଫଳରେ ବାଛୁରୀର ଗୋଡଟି ସଂପୂର୍ଣ୍ଣ ଭାଙ୍ଗି ଯ଼ାଇଥିଲା। ଆଉ ଏ ହେଉଛି ଦେଢ ବର୍ଷ ତଳର ସେହି ପୁରୁଣା ଭିଡିଓ । ଯେଉଁଥିପାଇଁ ଏମିତି ପଛେ ପଛେ ତାର କୁନି ବାଛୁରୀ ଧାଉଁଥିଲେ ବି ଅଟୋକୁ ଛାଡିବାକୁ ନାରାଜ ଥିଲା ଗାଈ.. । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us