Advertisment

ଲୋକେ ଦେଖୁଛନ୍ତି ମହିଳାଙ୍କୁ କୁମ୍ଭୀର ଖାଉଛି

ଜଣେ କେହି କହୁଛନ୍ତି, ମୋ ଭାଇ-ବୋହୂକୁ କୁମ୍ଭୀର ଖାଇଯାଉଛି। ଆଉ କେହି କେହି କହୁଛନ୍ତି ଆମ ସାମ୍ନାରେ ମଣିଷଟାକୁ ଖାଇଯାଉଛି। ହେଲେ ଆମେ କିଛି କରିପାରୁନୁ। କୂଳରେ ଦେଖୁଛନ୍ତି ଶହ ଶହ ଲୋକେ, ନଦୀ କୂଳରେ ଖାଇଯାଉଛି କୁମ୍ଭୀର। ଜଣେ ମହିଳାଙ୍କୁ କୁମ୍ଭୀର ଘୋଷାଡ଼ି ଖାଉଥିବାର ଲାଇଭ ଭିଡିଓ କରୁଛନ୍ତି ଲୋକେ।

author-image
Debendra Prusty

ଜଣେ କେହି କହୁଛନ୍ତି, ମୋ ଭାଇ-ବୋହୂକୁ କୁମ୍ଭୀର ଖାଇଯାଉଛି। ଆଉ କେହି କେହି କହୁଛନ୍ତି ଆମ ସାମ୍ନାରେ ମଣିଷଟାକୁ ଖାଇଯାଉଛି। ହେଲେ ଆମେ କିଛି କରିପାରୁନୁ। କୂଳରେ ଦେଖୁଛନ୍ତି ଶହ ଶହ ଲୋକେ, ନଦୀ କୂଳରେ ଖାଇଯାଉଛି କୁମ୍ଭୀର। ଜଣେ ମହିଳାଙ୍କୁ କୁମ୍ଭୀର ଘୋଷାଡ଼ି ଖାଉଥିବାର ଲାଇଭ ଭିଡିଓ କରୁଛନ୍ତି ଲୋକେ।

Advertisment
Crocodile Crocodile Attack