Advertisment

ସୁନ୍ଦରୀ ଝିଅ ସହ କଥାବାର୍ତ୍ତା

ବଣ୍ଟି- ହେଲୋ ପିଙ୍କି- କଣ କରୁଛ? ବଣ୍ଟି- ଦୁନିଆର ସବୁଠୁ ସୁନ୍ଦର ଝିଅ ସହ କଥାବାର୍ତ୍ତା… ପିଙ୍କି- ସତ କହୁଛ? ବଣ୍ଟି- କଥାବାର୍ତ୍ତା କରିବାକୁ ଯାଉଥିଲି ତୁ କଲ୍‌ କରିଦେଲୁ।

author-image
Biswobandita Swain
ଅଦ୍ୟତନ ହୋଇଛି
ସୁନ୍ଦରୀ ଝିଅ ସହ କଥାବାର୍ତ୍ତା

phone

ବଣ୍ଟି-ହେଲୋ

ପିଙ୍କି- କଣ କରୁଛ?

ବଣ୍ଟି- ଦୁନିଆର ସବୁଠୁ ସୁନ୍ଦର ଝିଅ ସହ କଥାବାର୍ତ୍ତା...

ପିଙ୍କି- ସତ କହୁଛ?

ବଣ୍ଟି- କଥାବାର୍ତ୍ତା କରିବାକୁ ଯାଉଥିଲି ତୁ କଲ୍‌ କରିଦେଲୁ।