ସୁନ୍ଦରୀ ଝିଅ ସହ କଥାବାର୍ତ୍ତା

ବଣ୍ଟି- ହେଲୋ

ପିଙ୍କି- କଣ କରୁଛ?

ବଣ୍ଟି- ଦୁନିଆର ସବୁଠୁ ସୁନ୍ଦର ଝିଅ ସହ କଥାବାର୍ତ୍ତା…

ପିଙ୍କି- ସତ କହୁଛ?

ବଣ୍ଟି- କଥାବାର୍ତ୍ତା କରିବାକୁ ଯାଉଥିଲି ତୁ କଲ୍‌ କରିଦେଲୁ।