Advertisment

ପାଇଜାମା ହୋଲଡିଂ ଡିଭାଇସ୍‌

ସାର୍‌: ଆଚ୍ଛା କହିଲ ପିଲେ! ନାଡ଼ାକୁ ଇଂରାଜୀରେ କ’ଣ କୁହାଯାଏ? ମୁନା: ସାର୍‌! ନାଡାକୁ ଇଂରାଜୀରେ ପିଏଚ୍‌ଡି କୁହାଯାଏ। ସାର୍‌: ମାନେ…! ମୁନା: ସାର୍‌! ପାଇଜାମା ହୋଲଡିଂ ଡିଭାଇସ (ପିଏଚ୍‌ଡି)। ମାନେ ଏହି ଡିଭାଇସ ଦ୍ୱାରା ପାଇଜାମାଟା ଠିକ୍‌ ଜାଗାରେ ରହିଥାଏ। ଏ କଥା ଶୁଣି ସାର୍‌ ମୁଣ୍ଡ ଗୋଲ୍ ହୋଇଗଲା!!

ପାଇଜାମା ହୋଲଡିଂ ଡିଭାଇସ୍‌

hasa

Advertisment

ସାର୍‌: ଆଚ୍ଛା କହିଲ ପିଲେ! ନାଡ଼ାକୁ ଇଂରାଜୀରେ କଣ କୁହାଯାଏ?
ମୁନା: ସାର୍‌! ନାଡାକୁ ଇଂରାଜୀରେ ପିଏଚ୍‌ଡି କୁହାଯାଏ।

Advertisment

ସାର୍‌: ମାନେ...!
ମୁନା: ସାର୍‌! ପାଇଜାମା ହୋଲଡିଂ ଡିଭାଇସ (ପିଏଚ୍‌ଡି)। ମାନେ ଏହି ଡିଭାଇସ ଦ୍ୱାରା ପାଇଜାମାଟା ଠିକ୍‌ ଜାଗାରେ ରହିଥାଏ।

ଏ କଥା ଶୁଣି ସାର୍‌ ମୁଣ୍ଡ ଗୋଲ୍ ହୋଇଗଲା!!

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe