ପାଇଜାମା ହୋଲଡିଂ ଡିଭାଇସ୍
ସାର୍: ଆଚ୍ଛା କହିଲ ପିଲେ! ନାଡ଼ାକୁ ଇଂରାଜୀରେ କ’ଣ କୁହାଯାଏ? ମୁନା: ସାର୍! ନାଡାକୁ ଇଂରାଜୀରେ ପିଏଚ୍ଡି କୁହାଯାଏ। ସାର୍: ମାନେ…! ମୁନା: ସାର୍! ପାଇଜାମା ହୋଲଡିଂ ଡିଭାଇସ (ପିଏଚ୍ଡି)। ମାନେ ଏହି ଡିଭାଇସ ଦ୍ୱାରା ପାଇଜାମାଟା ଠିକ୍ ଜାଗାରେ ରହିଥାଏ। ଏ କଥା ଶୁଣି ସାର୍ ମୁଣ୍ଡ ଗୋଲ୍ ହୋଇଗଲା!!
ସାର୍: ଆଚ୍ଛା କହିଲ ପିଲେ! ନାଡ଼ାକୁ ଇଂରାଜୀରେ କ’ଣ କୁହାଯାଏ?
ମୁନା: ସାର୍! ନାଡାକୁ ଇଂରାଜୀରେ ପିଏଚ୍ଡି କୁହାଯାଏ।
ସାର୍: ମାନେ...!
ମୁନା: ସାର୍! ପାଇଜାମା ହୋଲଡିଂ ଡିଭାଇସ (ପିଏଚ୍ଡି)। ମାନେ ଏହି ଡିଭାଇସ ଦ୍ୱାରା ପାଇଜାମାଟା ଠିକ୍ ଜାଗାରେ ରହିଥାଏ।
ଏ କଥା ଶୁଣି ସାର୍ ମୁଣ୍ଡ ଗୋଲ୍ ହୋଇଗଲା!!