ଗରମ ଆଉ ଏସି

ମୋହନ- ଯେତେବେଳେ ତତେ ଗରମ ଲାଗେ ତୁ କ’ଣ କରୁ? ସୋହନ- ସେତେବେଳେ ମୁଁ ଯାଇ ଏସି ସାମ୍ନାରେ ବସିଯାଏ। ମୋହନ- ଯେତେବେଳେ ପ୍ରବଳ ଗରମ ଲାଗେ? ସୋହନ- ମୁଁ  ଏସି ଟା ଅନ୍‌ କରିଦିଏ।

qw

Biswobandita Swain
  • Published: Sunday, 27 October 2019
  • , Updated: 27 October 2019, 01:46 PM IST

ମୋହନ- ଯେତେବେଳେ ତତେ ଗରମ ଲାଗେ ତୁ କଣ କରୁ?

ସୋହନ- ସେତେବେଳେ ମୁଁ ଯାଇ ଏସି ସାମ୍ନାରେ ବସିଯାଏ।

ମୋହନ- ଯେତେବେଳେ ପ୍ରବଳ ଗରମ ଲାଗେ?

ସୋହନ- ମୁଁ  ଏସି ଟା ଅନ୍‌ କରିଦିଏ।

Related story