ଆକାଉଣ୍ଟ ହ୍ୟାକ୍‌

ବ୍ୟାଙ୍କ କର୍ମଚାରୀ(ଫୋନ୍‌ରେ)- ମ୍ୟାଡାମ୍‌ ଆପଣଙ୍କର ଆକାଉଣ୍ଟ ହ୍ୟାକ୍‌ ହୋଇଯାଇଛି।

ମହିଳା– ହ୍ୟାଟସ୍‌ଆପ୍‌ ଆକାଉଣ୍ଟ?

ବ୍ୟାଙ୍କ କର୍ମଚାରୀ- ନାଇଁ ମ୍ୟାଡାମ୍‌, ବ୍ୟାଙ୍କ ଆକାଉଣ୍ଟ।

ମହିଳା- ଥ୍ୟାଙ୍କ ଗଡ୍‌, ଆପଣ ତ ମତେ ଡରେଇ ଦେଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।