Advertisment

ବେକାରି ସମସ୍ୟା ଓ ଆରେଞ୍ଜ୍‌ ମ୍ୟାରେଜ୍‌ ପ୍ରସ୍ତାବ

କାଳୁ- ଜାଣିଛୁ, ଦେଶରେ ବେକାରି ସଂଖ୍ୟା ବଢ଼ିବାରେ ଲାଗିଛି। ରାମୁ- ନାଁ ତ। କାଳୁ- ଖବରକାଗଜ ପଢୁନୁ କି।  ସେଥିରେ ବାହାରୁଛି ବେକାରି ସଂଖ୍ୟା ବଢିବାରେ ଲାଗିଛି। ରାମୁ- ମୁଁ ତୋ କଥାରେ ଏକମତ ନୁହେଁ। ଏବେ ବି ଆମ ଭାରତ ଧନୀ ଦେଶ। ତା’ର ଏକ ଉଦାହରଣ ବି ମୁଁ ଦେଇ ପାରିବି। କାଳୁ- କ’ଣ ଉଦାହରଣ। ରାମୁ- ଆରେଞ୍ଜ ମ୍ୟାରେଜ୍‌ ପାଇଁ ଆସୁଥିବା ପ୍ରସ୍ତାବ ଦେଖୁନୁ ବୋଧେ।

author-image
Biswobandita Swain
ବେକାରି ସମସ୍ୟା ଓ ଆରେଞ୍ଜ୍‌ ମ୍ୟାରେଜ୍‌ ପ୍ରସ୍ତାବ

friend

କାଳୁ- ଜାଣିଛୁ, ଦେଶରେ ବେକାରି ସଂଖ୍ୟା ବଢ଼ିବାରେ ଲାଗିଛି।

ରାମୁ-ନାଁ ତ।

କାଳୁ- ଖବରକାଗଜ ପଢୁନୁ କି।  ସେଥିରେ ବାହାରୁଛି ବେକାରି ସଂଖ୍ୟା ବଢିବାରେ ଲାଗିଛି।

ରାମୁ- ମୁଁ ତୋ କଥାରେ ଏକମତ ନୁହେଁ। ଏବେ ବି ଆମ ଭାରତ ଧନୀ ଦେଶ। ତା’ର ଏକ ଉଦାହରଣ ବି ମୁଁ ଦେଇ ପାରିବି।

Advertisment

କାଳୁ- କ’ଣ ଉଦାହରଣ।

ରାମୁ- ଆରେଞ୍ଜ ମ୍ୟାରେଜ୍‌ ପାଇଁ ଆସୁଥିବା ପ୍ରସ୍ତାବ ଦେଖୁନୁ ବୋଧେ।