friend
Advertisment
କାଳୁ- ଜାଣିଛୁ, ଦେଶରେ ବେକାରି ସଂଖ୍ୟା ବଢ଼ିବାରେ ଲାଗିଛି।
ରାମୁ-ନାଁ ତ।
କାଳୁ- ଖବରକାଗଜ ପଢୁନୁ କି। ସେଥିରେ ବାହାରୁଛି ବେକାରି ସଂଖ୍ୟା ବଢିବାରେ ଲାଗିଛି।
ରାମୁ- ମୁଁ ତୋ କଥାରେ ଏକମତ ନୁହେଁ। ଏବେ ବି ଆମ ଭାରତ ଧନୀ ଦେଶ। ତା’ର ଏକ ଉଦାହରଣ ବି ମୁଁ ଦେଇ ପାରିବି।
Advertisment
କାଳୁ- କ’ଣ ଉଦାହରଣ।
ରାମୁ- ଆରେଞ୍ଜ ମ୍ୟାରେଜ୍ ପାଇଁ ଆସୁଥିବା ପ୍ରସ୍ତାବ ଦେଖୁନୁ ବୋଧେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/01/friend.jpg)