ବେକାରି ସମସ୍ୟା ଓ ଆରେଞ୍ଜ୍ ମ୍ୟାରେଜ୍ ପ୍ରସ୍ତାବ
କାଳୁ- ଜାଣିଛୁ, ଦେଶରେ ବେକାରି ସଂଖ୍ୟା ବଢ଼ିବାରେ ଲାଗିଛି। ରାମୁ- ନାଁ ତ। କାଳୁ- ଖବରକାଗଜ ପଢୁନୁ କି। ସେଥିରେ ବାହାରୁଛି ବେକାରି ସଂଖ୍ୟା ବଢିବାରେ ଲାଗିଛି। ରାମୁ- ମୁଁ ତୋ କଥାରେ ଏକମତ ନୁହେଁ। ଏବେ ବି ଆମ ଭାରତ ଧନୀ ଦେଶ। ତା’ର ଏକ ଉଦାହରଣ ବି ମୁଁ ଦେଇ ପାରିବି। କାଳୁ- କ’ଣ ଉଦାହରଣ। ରାମୁ- ଆରେଞ୍ଜ ମ୍ୟାରେଜ୍ ପାଇଁ ଆସୁଥିବା ପ୍ରସ୍ତାବ ଦେଖୁନୁ ବୋଧେ।
କାଳୁ- ଜାଣିଛୁ, ଦେଶରେ ବେକାରି ସଂଖ୍ୟା ବଢ଼ିବାରେ ଲାଗିଛି।
ରାମୁ- ନାଁ ତ।
କାଳୁ- ଖବରକାଗଜ ପଢୁନୁ କି। ସେଥିରେ ବାହାରୁଛି ବେକାରି ସଂଖ୍ୟା ବଢିବାରେ ଲାଗିଛି।
ରାମୁ- ମୁଁ ତୋ କଥାରେ ଏକମତ ନୁହେଁ। ଏବେ ବି ଆମ ଭାରତ ଧନୀ ଦେଶ। ତା’ର ଏକ ଉଦାହରଣ ବି ମୁଁ ଦେଇ ପାରିବି।
କାଳୁ- କ’ଣ ଉଦାହରଣ।
ରାମୁ- ଆରେଞ୍ଜ ମ୍ୟାରେଜ୍ ପାଇଁ ଆସୁଥିବା ପ୍ରସ୍ତାବ ଦେଖୁନୁ ବୋଧେ।