/odisha-reporter/media/post_attachments/uploads/2019/10/joke-1.jpg)
joke
ପପୁ ଓ ଜଣେ ଝିଅ ଏଟିଏମ୍ ଲାଇନ୍ରେ ଠିଆ ହୋଇଥିଲେ
ଝିଅ- ଭାଇ, ମତେ ମୋ ବାଲାନ୍ସ ଚେକ୍ କରିବାର ଥିଲା। ଦୟାକରି ମତେ ଟିକେ ସାହାଯ୍ୟ କରନ୍ତୁ।
Advertisment
ପପୁ ଝିଅକୁ ଗୋଟେ ଧକ୍କା ମାରିଲା ଆଉ ଝିଅଟି ତଳେ ପଡିଗଲା
ଝିଅ- ମତେ ଧକ୍କା କାହିଁକି ମାରିଲେ?
ପପୁ- ଆପଣ କହିଲେ ବାଲାନ୍ସ ଚେକ୍ କରିବାକୁ। ମୁଁ ଧକ୍କା ମାରିଲି, ଆଉ ଆପଣ ପଡ଼ିଗଲେ। ଏଥିରୁ ଜଣାପଡ଼ିଲା ଆପଣଙ୍କର ବାଲାନ୍ସ କ୍ଷମତା ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
