Advertisment

ଟିକେ ବାଲାନ୍ସ ଚେକ୍‌ କରିବି

ପପୁ ଓ ଜଣେ ଝିଅ ଏଟିଏମ୍‌ ଲାଇନ୍‌ରେ ଠିଆ ହୋଇଥିଲେ ଝିଅ– ଭାଇ, ମତେ ମୋ ବାଲାନ୍ସ ଚେକ୍‌ କରିବାର ଥିଲା। ଦୟାକରି ମତେ ଟିକେ ସାହାଯ୍ୟ କରନ୍ତୁ। ପପୁ ଝିଅକୁ ଗୋଟେ ଧକ୍କା ମାରିଲା ଆଉ ଝିଅଟି ତଳେ ପଡିଗଲା ଝିଅ- ମତେ ଧକ୍କା କାହିଁକି ମାରିଲେ? ପପୁ- ଆପଣ କହିଲେ ବାଲାନ୍ସ ଚେକ୍‌ କରିବାକୁ। ମୁଁ ଧକ୍କା ମାରିଲି, ଆଉ ଆପଣ ପଡ଼ିଗଲେ। ଏଥିରୁ ଜଣାପଡ଼ିଲା ଆପଣଙ୍କର ବାଲାନ୍ସ କ୍ଷମତା ନାହିଁ।

ଟିକେ ବାଲାନ୍ସ ଚେକ୍‌ କରିବି

joke

Advertisment

ପପୁ ଓ ଜଣେ ଝିଅ ଏଟିଏମ୍‌ ଲାଇନ୍‌ରେ ଠିଆ ହୋଇଥିଲେ

ଝିଅ- ଭାଇ, ମତେ ମୋ ବାଲାନ୍ସ ଚେକ୍‌ କରିବାର ଥିଲା। ଦୟାକରି ମତେ ଟିକେ ସାହାଯ୍ୟ କରନ୍ତୁ।

Advertisment

ପପୁ ଝିଅକୁ ଗୋଟେ ଧକ୍କା ମାରିଲା ଆଉ ଝିଅଟି ତଳେ ପଡିଗଲା

ଝିଅ- ମତେ ଧକ୍କା କାହିଁକି ମାରିଲେ?

ପପୁ- ଆପଣ କହିଲେ ବାଲାନ୍ସ ଚେକ୍‌ କରିବାକୁ। ମୁଁ ଧକ୍କା ମାରିଲି, ଆଉ ଆପଣ ପଡ଼ିଗଲେ। ଏଥିରୁ ଜଣାପଡ଼ିଲା ଆପଣଙ୍କର ବାଲାନ୍ସ କ୍ଷମତା ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe