Advertisment

ପରେ ଆସିବ

ବ୍ୟାଙ୍କ କର୍ମଚାରୀ- ଏବେ ଲଞ୍ଚ୍‌ କରିବାର ସମୟ, ଯା’ନ୍ତୁ ପରେ ଆସିବେ। ଯୁବକ- ମୁଁ ଲଞ୍ଚ୍‌ କରିବା ସମୟରେ ହିଁ ଆସି ପହଞ୍ଚିବି। ବ୍ୟାଙ୍କ କର୍ମଚାରୀ- କାହିଁକି? ଯୁବକ- ଭାଇ ମୁଁ ତୁମ ଖାଇବା ହିଁ ନେଇକି ଆସିଛି। ମୁଁ ଡେଲିଭରୀ ବୟ।

author-image
Biswobandita Swain
ପରେ ଆସିବ

cartoon

ବ୍ୟାଙ୍କ କର୍ମଚାରୀ- ଏବେ ଲଞ୍ଚ୍‌ କରିବାର ସମୟ, ଯା’ନ୍ତୁ ପରେ ଆସିବେ।

ଯୁବକ- ମୁଁ ଲଞ୍ଚ୍‌ କରିବା ସମୟରେ ହିଁ ଆସି ପହଞ୍ଚିବି।

ବ୍ୟାଙ୍କ କର୍ମଚାରୀ- କାହିଁକି?

ଯୁବକ- ଭାଇ ମୁଁ ତୁମ ଖାଇବା ହିଁ ନେଇକି ଆସିଛି। ମୁଁ ଡେଲିଭରୀ ବୟ।