ଅଧା ଦରମା ସ୍ତ୍ରୀ'ର, ତଥାପି ଖୁସି

ସ୍ତ୍ରୀକୁ ଛାଡ଼ପତ୍ର ଦେଇ କୋର୍ଟ ବାହାରେ ଠିଆ ହୋଇଥିଲା ବାପୁ। ପପୁ- କିରେ ତୁ ଛାଡ଼ପତ୍ର ଦେଇଦେଲୁ ତୋ ସ୍ତ୍ରୀକୁ? ବାପୁ- ହଁ। ପପୁ- ହେଲେ ତୁ ଏତେ ଖୁସି କାହିଁକି ଅଛୁ। ବାପୁ– ମୋତେ ଏବେ ମୋ ସ୍ତ୍ରୀର ଭରଣ ପୋଷଣ ପାଇଁ ମୋ ଦରମାରୁ ଅଧା ଟଙ୍କା ଦେବାକୁ ହେବ। ପପୁ- ଏଥିରେ ଖୁସି ହେବାର କ’ଣ ଅଛି? ଏଇଟା ତ ଦଣ୍ଡ ପରି ଲାଗୁଛି। ବାପୁ- ଆରେ ଆଗରୁ ସବୁ ଦରମା ସେ […]

cartoon

cartoon

Biswobandita Swain
  • Published: Monday, 23 December 2019
  • Updated: 23 December 2019, 12:54 PM IST

Sports

Latest News

ସ୍ତ୍ରୀକୁ ଛାଡ଼ପତ୍ର ଦେଇ କୋର୍ଟ ବାହାରେ ଠିଆ ହୋଇଥିଲା ବାପୁ।

ପପୁ- କିରେ ତୁ ଛାଡ଼ପତ୍ର ଦେଇଦେଲୁ ତୋ ସ୍ତ୍ରୀକୁ?
ବାପୁ- ହଁ।
ପପୁ- ହେଲେ ତୁ ଏତେ ଖୁସି କାହିଁକି ଅଛୁ।
ବାପୁ- ମୋତେ ଏବେ ମୋ ସ୍ତ୍ରୀର ଭରଣ ପୋଷଣ ପାଇଁ ମୋ ଦରମାରୁ ଅଧା ଟଙ୍କା ଦେବାକୁ ହେବ।
ପପୁ- ଏଥିରେ ଖୁସି ହେବାର କ’ଣ ଅଛି? ଏଇଟା ତ ଦଣ୍ଡ ପରି ଲାଗୁଛି।
ବାପୁ- ଆରେ ଆଗରୁ ସବୁ ଦରମା ସେ ନେଇ ଯାଉଥିଲା। ଏବେ ତ ଅଧା ନେବ। ଅଧା ତ ମୋ ପାଖରେ ରହିବ ନା!

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos