Advertisment

ଅଧା ଦରମା ସ୍ତ୍ରୀ'ର, ତଥାପି ଖୁସି

ସ୍ତ୍ରୀକୁ ଛାଡ଼ପତ୍ର ଦେଇ କୋର୍ଟ ବାହାରେ ଠିଆ ହୋଇଥିଲା ବାପୁ। ପପୁ- କିରେ ତୁ ଛାଡ଼ପତ୍ର ଦେଇଦେଲୁ ତୋ ସ୍ତ୍ରୀକୁ? ବାପୁ- ହଁ। ପପୁ- ହେଲେ ତୁ ଏତେ ଖୁସି କାହିଁକି ଅଛୁ। ବାପୁ– ମୋତେ ଏବେ ମୋ ସ୍ତ୍ରୀର ଭରଣ ପୋଷଣ ପାଇଁ ମୋ ଦରମାରୁ ଅଧା ଟଙ୍କା ଦେବାକୁ ହେବ। ପପୁ- ଏଥିରେ ଖୁସି ହେବାର କ’ଣ ଅଛି? ଏଇଟା ତ ଦଣ୍ଡ ପରି ଲାଗୁଛି। ବାପୁ- ଆରେ ଆଗରୁ ସବୁ ଦରମା ସେ […]

ଅଧା ଦରମା ସ୍ତ୍ରୀ'ର, ତଥାପି ଖୁସି

cartoon

Advertisment

ସ୍ତ୍ରୀକୁ ଛାଡ଼ପତ୍ର ଦେଇ କୋର୍ଟ ବାହାରେ ଠିଆ ହୋଇଥିଲା ବାପୁ।

ପପୁ- କିରେ ତୁ ଛାଡ଼ପତ୍ର ଦେଇଦେଲୁ ତୋ ସ୍ତ୍ରୀକୁ?
ବାପୁ-ହଁ।
ପପୁ- ହେଲେ ତୁ ଏତେ ଖୁସି କାହିଁକି ଅଛୁ।
ବାପୁ- ମୋତେ ଏବେ ମୋ ସ୍ତ୍ରୀର ଭରଣ ପୋଷଣ ପାଇଁ ମୋ ଦରମାରୁ ଅଧା ଟଙ୍କା ଦେବାକୁ ହେବ।
ପପୁ-ଏଥିରେ ଖୁସି ହେବାର କ’ଣ ଅଛି? ଏଇଟା ତ ଦଣ୍ଡ ପରି ଲାଗୁଛି।
ବାପୁ-ଆରେ ଆଗରୁ ସବୁ ଦରମା ସେ ନେଇ ଯାଉଥିଲା। ଏବେ ତ ଅଧା ନେବ। ଅଧା ତ ମୋ ପାଖରେ ରହିବ ନା!

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe