ହୁଏତ ଏମିତି ବନ୍ଧୁ ଆପଣ ଚାହିଁବେନି…

ଜୀବନରେ ପ୍ରକୃତ ବନ୍ଧୁ କିଏ,  ତାକୁ ନେଇ ୨ ସାଙ୍ଗଙ୍କ ମଧ୍ୟରେ ଚାଲିଥିଲା ଆଲୋଚନା

ପ୍ରଥମ ସାଙ୍ଗ- ଟଙ୍କା ହେଉ କି ଖୁସି ଏସବୁ ଜୀବନରେ କ୍ଷଣସ୍ଥାୟୀ। ମଣିଷର କିଏ ପ୍ରକୃତ ବନ୍ଧୁ ଜାଣିଛୁ?

ଦ୍ୱିତୀୟ ସାଙ୍ଗ- ହଁ ଜାଣିଛି।

ପ୍ରଥମ ସାଙ୍ଗକିଏ କହିଲୁ।

ଦ୍ୱିତୀୟ ସାଙ୍ଗ-ମୋଟାପା।

ପ୍ରଥମ ସାଙ୍ଗ- କିପରି?

ଦ୍ୱିତୀୟ ସାଙ୍ଗ-ଥରେ ଆସିଲେ ଯିଏ ସହଜରେ ପିଛା ଛାଡ଼େନି, ସିଏ ହିଁ ତ ପ୍ରକୃତ  ବନ୍ଧୁ।