Advertisment

ହୁଏତ ଏମିତି ବନ୍ଧୁ ଆପଣ ଚାହିଁବେନି...

ଜୀବନରେ ପ୍ରକୃତ ବନ୍ଧୁ କିଏ,  ତାକୁ ନେଇ ୨ ସାଙ୍ଗଙ୍କ ମଧ୍ୟରେ ଚାଲିଥିଲା ଆଲୋଚନା ପ୍ରଥମ ସାଙ୍ଗ- ଟଙ୍କା ହେଉ କି ଖୁସି ଏସବୁ ଜୀବନରେ କ୍ଷଣସ୍ଥାୟୀ। ମଣିଷର କିଏ ପ୍ରକୃତ ବନ୍ଧୁ ଜାଣିଛୁ? ଦ୍ୱିତୀୟ ସାଙ୍ଗ- ହଁ ଜାଣିଛି। ପ୍ରଥମ ସାଙ୍ଗ–କିଏ କହିଲୁ। ଦ୍ୱିତୀୟ ସାଙ୍ଗ-ମୋଟାପା। ପ୍ରଥମ ସାଙ୍ଗ- କିପରି? ଦ୍ୱିତୀୟ ସାଙ୍ଗ-ଥରେ ଆସିଲେ ଯିଏ ସହଜରେ ପିଛା ଛାଡ଼େନି, ସିଏ ହିଁ ତ ପ୍ରକୃତ  ବନ୍ଧୁ।

author-image
Niharika Rout
ବାପା ବୋଲି ଆଉ ଡାକେନି

cartoon

ଜୀବନରେ ପ୍ରକୃତ ବନ୍ଧୁ କିଏ,  ତାକୁ ନେଇ ୨ ସାଙ୍ଗଙ୍କ ମଧ୍ୟରେ ଚାଲିଥିଲା ଆଲୋଚନା

ପ୍ରଥମ ସାଙ୍ଗ- ଟଙ୍କା ହେଉ କି ଖୁସି ଏସବୁ ଜୀବନରେ କ୍ଷଣସ୍ଥାୟୀ। ମଣିଷର କିଏ ପ୍ରକୃତ ବନ୍ଧୁ ଜାଣିଛୁ?

Advertisment

ଦ୍ୱିତୀୟ ସାଙ୍ଗ-ହଁ ଜାଣିଛି।

ପ୍ରଥମ ସାଙ୍ଗ-କିଏ କହିଲୁ।

ଦ୍ୱିତୀୟ ସାଙ୍ଗ-ମୋଟାପା।

ପ୍ରଥମ ସାଙ୍ଗ- କିପରି?

ଦ୍ୱିତୀୟ ସାଙ୍ଗ-ଥରେ ଆସିଲେ ଯିଏ ସହଜରେ ପିଛା ଛାଡ଼େନି, ସିଏ ହିଁ ତ ପ୍ରକୃତ  ବନ୍ଧୁ।