ହୁଏତ ଏମିତି ବନ୍ଧୁ ଆପଣ ଚାହିଁବେନି...
ଜୀବନରେ ପ୍ରକୃତ ବନ୍ଧୁ କିଏ, ତାକୁ ନେଇ ୨ ସାଙ୍ଗଙ୍କ ମଧ୍ୟରେ ଚାଲିଥିଲା ଆଲୋଚନା ପ୍ରଥମ ସାଙ୍ଗ- ଟଙ୍କା ହେଉ କି ଖୁସି ଏସବୁ ଜୀବନରେ କ୍ଷଣସ୍ଥାୟୀ। ମଣିଷର କିଏ ପ୍ରକୃତ ବନ୍ଧୁ ଜାଣିଛୁ? ଦ୍ୱିତୀୟ ସାଙ୍ଗ- ହଁ ଜାଣିଛି। ପ୍ରଥମ ସାଙ୍ଗ–କିଏ କହିଲୁ। ଦ୍ୱିତୀୟ ସାଙ୍ଗ-ମୋଟାପା। ପ୍ରଥମ ସାଙ୍ଗ- କିପରି? ଦ୍ୱିତୀୟ ସାଙ୍ଗ-ଥରେ ଆସିଲେ ଯିଏ ସହଜରେ ପିଛା ଛାଡ଼େନି, ସିଏ ହିଁ ତ ପ୍ରକୃତ ବନ୍ଧୁ।
ଜୀବନରେ ପ୍ରକୃତ ବନ୍ଧୁ କିଏ, ତାକୁ ନେଇ ୨ ସାଙ୍ଗଙ୍କ ମଧ୍ୟରେ ଚାଲିଥିଲା ଆଲୋଚନା
ପ୍ରଥମ ସାଙ୍ଗ- ଟଙ୍କା ହେଉ କି ଖୁସି ଏସବୁ ଜୀବନରେ କ୍ଷଣସ୍ଥାୟୀ। ମଣିଷର କିଏ ପ୍ରକୃତ ବନ୍ଧୁ ଜାଣିଛୁ?
ଦ୍ୱିତୀୟ ସାଙ୍ଗ- ହଁ ଜାଣିଛି।
ପ୍ରଥମ ସାଙ୍ଗ-କିଏ କହିଲୁ।
ଦ୍ୱିତୀୟ ସାଙ୍ଗ-ମୋଟାପା।
ପ୍ରଥମ ସାଙ୍ଗ- କିପରି?
ଦ୍ୱିତୀୟ ସାଙ୍ଗ-ଥରେ ଆସିଲେ ଯିଏ ସହଜରେ ପିଛା ଛାଡ଼େନି, ସିଏ ହିଁ ତ ପ୍ରକୃତ ବନ୍ଧୁ।