girlfriend
Advertisment
ପୁଅ- ମୁଁ ତୁମକୁ ଭଲପାଏ ।
ଝିଅ- ଗୋଟେ ଜାବ୍ଡ଼ା ମାରିବି ଯେ ଯାଇ ପୁରୀରେ ପଡ଼ିବୁ ।
ପୁଅ- ସତରେ ?
ଝିଅ- ହଁ ।
ପୁଅ- ଟିକେ ଧୀରେ ମାରିବ, ମୋର ଭୁବନେଶ୍ୱରରେ କାମ ଅଛି ।
girlfriend
ପୁଅ- ମୁଁ ତୁମକୁ ଭଲପାଏ ।
ଝିଅ- ଗୋଟେ ଜାବ୍ଡ଼ା ମାରିବି ଯେ ଯାଇ ପୁରୀରେ ପଡ଼ିବୁ ।
ପୁଅ- ସତରେ ?
ଝିଅ- ହଁ ।
ପୁଅ- ଟିକେ ଧୀରେ ମାରିବ, ମୋର ଭୁବନେଶ୍ୱରରେ କାମ ଅଛି ।