/odisha-reporter/media/post_attachments/uploads/2019/08/papu.jpg)
papu
ବୟଫ୍ରେଣ୍ଡ୍ ଓ ଗାର୍ଲଫ୍ରେଣ୍ଡ୍ ସାଙ୍ଗ ହୋଇ ଖାଉଥିଲେ। ତା’ ପରେ କଣ ହେଲା ପଢ଼ନ୍ତୁ...
Advertisment
ବୟଫ୍ରେଣ୍ଡ୍: ଟିକେ ଶୁଣିବ...
ଗର୍ଲଫ୍ରେଣ୍ଡ୍: ଚୁପ୍ ରୁହ... ଖାଇବା ସମୟରେ କଥା ହୁଅନ୍ତି ନାହିଁ।
ବୟଫ୍ରେଣ୍ଡ୍: ଠିକ୍ ଅଛି।
ଗର୍ଲଫ୍ରେଣ୍ଡ୍: (ଖାଇ ସାରିବା ପରେ)ଏବେ କୁହ...
ବୟଫ୍ରେଣ୍ଡ୍: ତୁମ ପ୍ଲେଟ୍ରେ ଅସରପା ଥିଲା... ସେଇ କଥା କହୁଥିଲି... ଏବେ କୁହ ଖାଇଲା ବେଳେ କଥା ହେବ ନାହିଁ...
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
