Advertisment

ବୁଦ୍ଧିଆ ବୟଫ୍ରେଣ୍ଡ୍‌! ଝିଅର ବୁଦ୍ଧି ହଜିଗଲା

ବୟଫ୍ରେଣ୍ଡ୍‌ ଓ ଗାର୍ଲଫ୍ରେଣ୍ଡ୍‌ ସାଙ୍ଗ ହୋଇ ଖାଉଥିଲେ। ତା’ ପରେ କଣ ହେଲା ପଢ଼ନ୍ତୁ… ବୟଫ୍ରେଣ୍ଡ୍‌: ଟିକେ ଶୁଣିବ… ଗର୍ଲଫ୍ରେଣ୍ଡ୍‌: ଚୁପ୍‌ ରୁହ… ଖାଇବା ସମୟରେ କଥା ହୁଅନ୍ତି ନାହିଁ। ବୟଫ୍ରେଣ୍ଡ୍‌: ଠିକ୍‌ ଅଛି। ଗର୍ଲଫ୍ରେଣ୍ଡ୍‌: (ଖାଇ ସାରିବା ପରେ)ଏବେ କୁହ… ବୟଫ୍ରେଣ୍ଡ୍‌: ତୁମ ପ୍ଲେଟ୍‌ରେ ଅସରପା ଥିଲା… ସେଇ କଥା କହୁଥିଲି… ଏବେ କୁହ ଖାଇଲା ବେଳେ କଥା ହେବ ନାହିଁ…

ଅଦ୍ୟତନ ହୋଇଛି
ବୁଦ୍ଧିଆ ବୟଫ୍ରେଣ୍ଡ୍‌! ଝିଅର ବୁଦ୍ଧି ହଜିଗଲା

papu

Advertisment

ବୟଫ୍ରେଣ୍ଡ୍‌ ଓ ଗାର୍ଲଫ୍ରେଣ୍ଡ୍‌ ସାଙ୍ଗ ହୋଇ ଖାଉଥିଲେ। ତା’ ପରେ କଣ ହେଲା ପଢ଼ନ୍ତୁ...

Advertisment

ବୟଫ୍ରେଣ୍ଡ୍‌: ଟିକେ ଶୁଣିବ...

ଗର୍ଲଫ୍ରେଣ୍ଡ୍‌: ଚୁପ୍‌ ରୁହ... ଖାଇବା ସମୟରେ କଥା ହୁଅନ୍ତି ନାହିଁ।

ବୟଫ୍ରେଣ୍ଡ୍‌: ଠିକ୍‌ ଅଛି।

ଗର୍ଲଫ୍ରେଣ୍ଡ୍‌: (ଖାଇ ସାରିବା ପରେ)ଏବେ କୁହ...

ବୟଫ୍ରେଣ୍ଡ୍‌: ତୁମ ପ୍ଲେଟ୍‌ରେ ଅସରପା ଥିଲା... ସେଇ କଥା କହୁଥିଲି... ଏବେ କୁହ ଖାଇଲା ବେଳେ କଥା ହେବ ନାହିଁ...

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe