କେକ୍‌ ଖାଇଲେ ଛାତି ଜଳାପୋଡ଼ା ହେଉଛି

ରୋଗୀ: ଯେତେବେଳେ ବି କେକ୍‌ ଖାଉଛି, ମୋ ଛାତି ଜଳାପୋଡ଼ା ହେଉଛି। ଡାକ୍ତର: (ଏକ୍ସରେ କରି ସାରିବା ପରେ) ଆଜିଠୁ ଯେତେବେଳେ ବି କେକ୍‌ ଖାଇବ ମହମବତି କାଢ଼ି ଖାଇବ।

pic-jk

Biswobandita Swain
  • Published: Tuesday, 08 October 2019
  • , Updated: 08 October 2019, 10:15 AM IST

ରୋଗୀ: ଯେତେବେଳେ ବି କେକ୍‌ ଖାଉଛି, ମୋ ଛାତି ଜଳାପୋଡ଼ା ହେଉଛି।

ଡାକ୍ତର: (ଏକ୍ସରେ କରି ସାରିବା ପରେ) ଆଜିଠୁ ଯେତେବେଳେ ବି କେକ୍‌ ଖାଇବ ମହମବତି କାଢ଼ି ଖାଇବ।

Related story