ଏମିତି ଉପାୟରେ ପତ୍ନୀଙ୍କୁ ନିଜ ପୁସ୍ତକ ଉତ୍ସର୍ଗ କଲେ ଜଣେ ଲେଖକ

ଉତ୍ସର୍ଗ ଜଣେ ଲେଖକଙ୍କର ନୂଆ ବହିଟିଏ ପ୍ରକାଶ ପାଇଲା। ଅତି ଶ୍ରଦ୍ଧାରେ ସେ ବହିଟିକୁ ନିଜ ପତ୍ନୀଙ୍କୁ ଉତ୍ସର୍ଗ କରିଥିଲେ। ଉତ୍ସର୍ଗ ପୃଷ୍ଠାରେ ଲେଖିଥିଲେ- ଏ ବହିଟିକୁ ମୋର ଅତି ଆଦରର ପ୍ରାଣପ୍ରିୟା ଏକମାତ୍ର ଧର୍ମପତ୍ନୀଙ୍କୁ ଉତ୍ସର୍ଗ କରୁଛି… ଯିଏ ତାଙ୍କ ବାପଘରକୁ ଯାଇନଥିଲେ ଏହା ଲେଖିବା ସମ୍ଭବ ହୋଇନଥାନ୍ତା… ବେମାରୀ ଭଦ୍ରଲୋକ: ଆଜ୍ଞା ମତେ ଅଜବ ବେମାରି ହେଇଛି। ଡାକ୍ତର: ଲକ୍ଷଣ କୁହନ୍ତୁ। ଭଦ୍ରଲୋକ: ମୋ ସ୍ତ୍ରୀ ଯେତେବଡ ପାଟିରେ ଯାହା କହିଲେ ବି ମତେ […]

byanga-3

byanga-3

Amaresh Biswal
  • Published: Tuesday, 21 August 2018
  • Updated: 21 August 2018, 03:34 PM IST

Sports

Latest News

ଉତ୍ସର୍ଗ
ଜଣେ ଲେଖକଙ୍କର ନୂଆ ବହିଟିଏ ପ୍ରକାଶ ପାଇଲା।
ଅତି ଶ୍ରଦ୍ଧାରେ ସେ ବହିଟିକୁ ନିଜ ପତ୍ନୀଙ୍କୁ ଉତ୍ସର୍ଗ କରିଥିଲେ।
ଉତ୍ସର୍ଗ ପୃଷ୍ଠାରେ ଲେଖିଥିଲେ- ଏ ବହିଟିକୁ ମୋର ଅତି ଆଦରର ପ୍ରାଣପ୍ରିୟା ଏକମାତ୍ର ଧର୍ମପତ୍ନୀଙ୍କୁ ଉତ୍ସର୍ଗ କରୁଛି...
ଯିଏ ତାଙ୍କ ବାପଘରକୁ ଯାଇନଥିଲେ ଏହା ଲେଖିବା ସମ୍ଭବ ହୋଇନଥାନ୍ତା...

ବେମାରୀ
ଭଦ୍ରଲୋକ: ଆଜ୍ଞା ମତେ ଅଜବ ବେମାରି ହେଇଛି।
ଡାକ୍ତର: ଲକ୍ଷଣ କୁହନ୍ତୁ।
ଭଦ୍ରଲୋକ: ମୋ ସ୍ତ୍ରୀ ଯେତେବଡ ପାଟିରେ ଯାହା କହିଲେ ବି ମତେ ଆଉ ଶୁଭୁନାହିଁ।
ଡାକ୍ତର: ଇଏ ବେମାରୀ ନୁହେଁ, ପ୍ରକୃତିର ନିୟମ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story