byanga-3
Advertisment
ଉତ୍ସର୍ଗ
ଜଣେ ଲେଖକଙ୍କର ନୂଆ ବହିଟିଏ ପ୍ରକାଶ ପାଇଲା।
ଅତି ଶ୍ରଦ୍ଧାରେ ସେ ବହିଟିକୁ ନିଜ ପତ୍ନୀଙ୍କୁ ଉତ୍ସର୍ଗ କରିଥିଲେ।
ଉତ୍ସର୍ଗ ପୃଷ୍ଠାରେ ଲେଖିଥିଲେ- ଏ ବହିଟିକୁ ମୋର ଅତି ଆଦରର ପ୍ରାଣପ୍ରିୟା ଏକମାତ୍ର ଧର୍ମପତ୍ନୀଙ୍କୁ ଉତ୍ସର୍ଗ କରୁଛି...
ଯିଏ ତାଙ୍କ ବାପଘରକୁ ଯାଇନଥିଲେ ଏହା ଲେଖିବା ସମ୍ଭବ ହୋଇନଥାନ୍ତା...
Advertisment
ବେମାରୀ
ଭଦ୍ରଲୋକ: ଆଜ୍ଞା ମତେ ଅଜବ ବେମାରି ହେଇଛି।
ଡାକ୍ତର: ଲକ୍ଷଣ କୁହନ୍ତୁ।
ଭଦ୍ରଲୋକ: ମୋ ସ୍ତ୍ରୀ ଯେତେବଡ ପାଟିରେ ଯାହା କହିଲେ ବି ମତେ ଆଉ ଶୁଭୁନାହିଁ।
ଡାକ୍ତର: ଇଏ ବେମାରୀ ନୁହେଁ, ପ୍ରକୃତିର ନିୟମ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/08/byanga-3.jpg)