ଗାଈଆଳ ଝିଅ ସହ କଥା ହେଲାବେଳେ, ନେତାଙ୍କୁ ଦେଖି ଏମିତି କହିଲେ ଝିଅର ବାପା

ନେତା ଆଗକୁ ନିର୍ବାଚନ ଆସୁଛି। ତେଣୁ ବହୁବର୍ଷ ପରେ ଏମ‌୍ଏଲ୍‌ଏ ମହାଶୟ ଏରିଆ ବୁଲୁଥିଲେ। ଏତିକି ବେଳେ ଗୋଟେ ଗାଈଆଳ ଝିଅ ପାଖରେ ଗାଡି ଅଟକାଇ ନେତାବାବୁ ତା ଦୁଃଖସୁଖ ପଚାରିଲେ। କଥାବାର୍ତ୍ତା ଶୁଣି ଘର ଭିତରୁ ଝିଅର ବାପା ପାଟିକଲା- ‘କାହା ସାଙ୍ଗରେ କଥା ହେଉଛୁକି ଲୋ ଟୁନି… ଭିତରକୁ ଆସେ…’ ଏପଟୁ ନେତାଙ୍କର ଜଣେ ଚାମୁଣ୍ଡା ବଡ଼ ପାଟିରେ ଉତ୍ତର ଦେଲେ- ‘ଆଜ୍ଞା ଆପଣଙ୍କ ଦୁଆରକୁ ନିଜେ ଏମ୍‌ଏଲ୍‌ଏ ଆସିଛନ୍ତି। ଉତ୍ତର ଶୁଣିବା ପରେ […]

Joke-27th-Aug

Joke-27th-Aug

Amaresh Biswal
  • Published: Monday, 27 August 2018
  • Updated: 27 August 2018, 11:23 AM IST

ନେତା

ଆଗକୁ ନିର୍ବାଚନ ଆସୁଛି। ତେଣୁ ବହୁବର୍ଷ ପରେ ଏମ‌୍ଏଲ୍‌ଏ ମହାଶୟ ଏରିଆ ବୁଲୁଥିଲେ।

ଏତିକି ବେଳେ ଗୋଟେ ଗାଈଆଳ ଝିଅ ପାଖରେ ଗାଡି ଅଟକାଇ ନେତାବାବୁ ତା ଦୁଃଖସୁଖ ପଚାରିଲେ।

କଥାବାର୍ତ୍ତା ଶୁଣି ଘର ଭିତରୁ ଝିଅର ବାପା ପାଟିକଲା- ‘କାହା ସାଙ୍ଗରେ କଥା ହେଉଛୁକି ଲୋ ଟୁନି... ଭିତରକୁ ଆସେ...’

ଏପଟୁ ନେତାଙ୍କର ଜଣେ ଚାମୁଣ୍ଡା ବଡ଼ ପାଟିରେ ଉତ୍ତର ଦେଲେ- ‘ଆଜ୍ଞା ଆପଣଙ୍କ ଦୁଆରକୁ ନିଜେ ଏମ୍‌ଏଲ୍‌ଏ ଆସିଛନ୍ତି।

ଉତ୍ତର ଶୁଣିବା ପରେ ଘର ଭିତରୁ ଆହୁରି ଜୋର୍‌ରେ ପାଟି ଶୁଭିଲା- ‘ତାହେଲେ ଝିଅ, ବାହାରେ ବନ୍ଧା ଯାଇଥିବା ଛେଳିଗୁଡ଼ାକୁ ମଧ୍ୟ ଘର ଭିତରକୁ ନେଇ ଆସେ..

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story