Advertisment

ଗାଈଆଳ ଝିଅ ସହ କଥା ହେଲାବେଳେ, ନେତାଙ୍କୁ ଦେଖି ଏମିତି କହିଲେ ଝିଅର ବାପା

ନେତା ଆଗକୁ ନିର୍ବାଚନ ଆସୁଛି। ତେଣୁ ବହୁବର୍ଷ ପରେ ଏମ‌୍ଏଲ୍‌ଏ ମହାଶୟ ଏରିଆ ବୁଲୁଥିଲେ। ଏତିକି ବେଳେ ଗୋଟେ ଗାଈଆଳ ଝିଅ ପାଖରେ ଗାଡି ଅଟକାଇ ନେତାବାବୁ ତା ଦୁଃଖସୁଖ ପଚାରିଲେ। କଥାବାର୍ତ୍ତା ଶୁଣି ଘର ଭିତରୁ ଝିଅର ବାପା ପାଟିକଲା- ‘କାହା ସାଙ୍ଗରେ କଥା ହେଉଛୁକି ଲୋ ଟୁନି… ଭିତରକୁ ଆସେ…’ ଏପଟୁ ନେତାଙ୍କର ଜଣେ ଚାମୁଣ୍ଡା ବଡ଼ ପାଟିରେ ଉତ୍ତର ଦେଲେ- ‘ଆଜ୍ଞା ଆପଣଙ୍କ ଦୁଆରକୁ ନିଜେ ଏମ୍‌ଏଲ୍‌ଏ ଆସିଛନ୍ତି। ଉତ୍ତର ଶୁଣିବା ପରେ […]

author-image
Amaresh Biswal
ଗାଈଆଳ ଝିଅ ସହ କଥା ହେଲାବେଳେ, ନେତାଙ୍କୁ ଦେଖି ଏମିତି କହିଲେ ଝିଅର ବାପା

Joke-27th-Aug

ନେତା

ଆଗକୁ ନିର୍ବାଚନ ଆସୁଛି। ତେଣୁ ବହୁବର୍ଷ ପରେ ଏମ‌୍ଏଲ୍‌ଏ ମହାଶୟ ଏରିଆ ବୁଲୁଥିଲେ।

ଏତିକି ବେଳେ ଗୋଟେ ଗାଈଆଳ ଝିଅ ପାଖରେ ଗାଡି ଅଟକାଇ ନେତାବାବୁ ତା ଦୁଃଖସୁଖ ପଚାରିଲେ।

Advertisment

କଥାବାର୍ତ୍ତା ଶୁଣି ଘର ଭିତରୁ ଝିଅର ବାପା ପାଟିକଲା- ‘କାହା ସାଙ୍ଗରେ କଥା ହେଉଛୁକି ଲୋ ଟୁନି... ଭିତରକୁ ଆସେ...’

ଏପଟୁ ନେତାଙ୍କର ଜଣେ ଚାମୁଣ୍ଡା ବଡ଼ ପାଟିରେ ଉତ୍ତର ଦେଲେ- ‘ଆଜ୍ଞା ଆପଣଙ୍କ ଦୁଆରକୁ ନିଜେ ଏମ୍‌ଏଲ୍‌ଏ ଆସିଛନ୍ତି।

Advertisment

ଉତ୍ତର ଶୁଣିବା ପରେ ଘର ଭିତରୁ ଆହୁରି ଜୋର୍‌ରେ ପାଟି ଶୁଭିଲା- ‘ତାହେଲେ ଝିଅ, ବାହାରେ ବନ୍ଧା ଯାଇଥିବା ଛେଳିଗୁଡ଼ାକୁ ମଧ୍ୟ ଘର ଭିତରକୁ ନେଇ ଆସେ..