ଦିଦି ପଚାରିଲେ ପ୍ରଶ୍ନ- ଟଙ୍କା ନେବ ନା ଜ୍ଞାନ ? ଛାତ୍ର ଏମିତି ଉତ୍ତର ଦେଲେ ଯେ ଦିଦି ଫ୍ଲାଟ୍

ଅଭାବ ଏକ ମାଇନର୍ ସ୍କୁଲରେ ସାଧାରଣ ଜ୍ଞାନ ଓ ନୈତିକ ଶିକ୍ଷା ସଂପର୍କରେ କ୍ଲାସ‌୍‍ ଚାଲିଥିଲା। ଦିଦି ଜଣେ ଛାତ୍ରକୁ ପଚାରିଲେ- ଯଦି ତମ ଆଗରେ ଦୁଇଟି ଜିନିଷ ଥୁଆ ହେବ, ଟଙ୍କା ଓ ଜ୍ଞାନ, ତମେ କୋଉଟା ନେବାକୁ ପସନ୍ଦ କରିବ? ଛାତ୍ର– ଦିଦି ମୁଁ ଟଙ୍କା ହିଁ ନେବି। ଦିଦି– ନା ତମେ ଭୁଲ‌୍‍ କହିଲ, ମୁଁ ଜ୍ଞାନ ହିଁ ନେବି। ଛାତ୍ର– ନା ଦିଦି, ଆମେ ଉଭୟ ଠିକ‌୍‍ କରିଛନ୍ତି। ଦିଦି– କେମିତି […]

2

2

Amaresh Biswal
  • Published: Tuesday, 05 February 2019
  • Updated: 05 February 2019, 08:03 PM IST

Sports

Latest News

ଅଭାବ

ଏକ ମାଇନର୍ ସ୍କୁଲରେ ସାଧାରଣ ଜ୍ଞାନ ଓ ନୈତିକ ଶିକ୍ଷା ସଂପର୍କରେ କ୍ଲାସ‌୍‍ ଚାଲିଥିଲା।
ଦିଦି ଜଣେ ଛାତ୍ରକୁ ପଚାରିଲେ- ଯଦି ତମ ଆଗରେ ଦୁଇଟି ଜିନିଷ ଥୁଆ ହେବ, ଟଙ୍କା ଓ ଜ୍ଞାନ, ତମେ କୋଉଟା ନେବାକୁ ପସନ୍ଦ କରିବ?
ଛାତ୍ର- ଦିଦି ମୁଁ ଟଙ୍କା ହିଁ ନେବି।
ଦିଦି- ନା ତମେ ଭୁଲ‌୍‍ କହିଲ, ମୁଁ ଜ୍ଞାନ ହିଁ ନେବି।
ଛାତ୍ର- ନା ଦିଦି, ଆମେ ଉଭୟ ଠିକ‌୍‍ କରିଛନ୍ତି।
ଦିଦି- କେମିତି ?
ଛାତ୍ର- ଯାହାର ଯୋଉଟା ଅଭାବ, ସିଏ ସେଇଟା ବାଛିଲା।
(ଦିଦି ରାଗିକି ନିଆଁବାଣ)

ବହୁବଚନ

ସ୍କୁଲରେ ସାହିତ୍ୟ କ୍ଲାସ‌୍‍ ଚାଲିଥିଲା। ସାହିତ୍ୟ ସାର‌୍‍ ଗ୍ରାମାର ପଢୋଉଥିଲେ। ଛାତ୍ରଛାତ୍ରୀଙ୍କୁ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପଚାରୁଥିଲେ।
ସାହିତ୍ୟ ସାର‌୍‍- ରମେଶ ତମେ କୁହ, ବହୁବଚନ କାହାକୁ କହନ୍ତି।
ରମେଶ- ସାର‌୍‍ ଯେତେବେଳେ ‘ବୋହୂ’ ଶାଶୂଘରକୁ ଆସେ, ଆଉ ତା ଶାଶୂଘର ଲୋକଙ୍କୁ ଭଲକରି କଡ଼ା ଭାଷାରେ ଟାଣୁଆ ‘ବଚନ’ ଶୁଣାଏ, ତାକୁ କହନ୍ତି ‘ବୋହୂ-ବଚନ’।
(ସାହିତ୍ୟ ସାର‌୍‍ ଚେତାଶୂନ୍ୟ)

ସକାଳ ଚା’

ଆଜି ରବିବାର। ପ୍ରେମାବାବୁ ସକାଳୁ ସକାଳୁ ପତ୍ନୀଙ୍କୁ ଟିକିଏ ଖୁସି କରିବାକୁ ଚାହିଁଲେ। ସେଥିପାଇଁ ଭାବିଲେ ସକାଳୁ ଚା’ ତିଆରି କରି ପତ୍ନୀଙ୍କୁ ବିଛଣାରୁ ଉଠାଇବେ। ତେଣୁ ସେ ଫ୍ରିଜ‌୍‍‌ରୁ କ୍ଷୀର ବାହାର କରି ତାକୁ ଗ୍ୟାସ‌୍‍ ଚୁଲିରେ ବସେଇଲେ ଓ ସେଥିରେ ଚା’ ଚିନି ପକେଇଲେ। ଚା’ ତିଆରି କରିସାରିଲା ପରେ ତାକୁ ଏକ ସୁନ୍ଦର ଟ୍ରେ’ରେ ନେଇ ବେଡ‌୍‍ ରୁମ‌୍‍କୁ ଗଲେ ଓ ପତ୍ନୀଙ୍କୁ ନିଦରୁ ଉଠାଇ କହିଲେ- ନିଅ ଡାର୍ଲିଂ ଚା’ ଟିକେ ପିଇଦିଅ।
ପତ୍ନୀ ଏହା ଦେଖି ଖୁସି ହୋଇଗଲେ ଓ ପଚାରିଲେ- ସକାଳୁ ବଜାର ଯାଇକି କ୍ଷୀର ଆଣିକି ଆସି ସାରିଲଣି ? ୱାଓ, ସୋ ନାଇସ‌୍‍ ଅଫ‌୍‍ ୟୁ ମାଇଁ ଡାର୍ଲିଂ।
ପତ୍ନୀଙ୍କ କଥା ଶୁଣି ପ୍ରେମାନନ୍ଦ ବାବୁ କହିଲେ- ବଜାର ଯିବା ଦରକାର ପଡିଲାନି ଡାର୍ଲିଂ, କ୍ଷୀର ଫ୍ରିଜ୍‌ରେ ହିଁ ଥିଲା।
ଏହା ଶୁଣି ପତ୍ନୀ ଚିହିଙ୍କି ଉଠିଲେ ଓ ଅଧୁଆ ମୁହଁରେ ଫ୍ରିଜ‌୍‍ ପାଖକୁ ଦଉଡ଼ିଲେ। ଫ୍ରିଜ‌୍‍ ଖୋଲି ମୁଣ୍ଡରେ ହାତ ଦେଇ କହିଲେ- ଇଲୋ ହେଇ... ମୁହଁରେ ଲଗେଇବାକୁ ମୁଁ ଫେସ‌୍‍‌ ପ୍ୟାକ‌୍‍ ତିଆରି କରି ରଖିଥିଲି, ତାକୁ ନେଇକି ଚା’ କରିଦେଲ !! ତମୁକୁ କିଏ ଖାଉନେଇ ଯା...
(ସେବେଠାରୁ ପ୍ରେମାନନ୍ଦ ବାବୁ ଆଉ ପତ୍ନୀଙ୍କୁ ଖୁସି କରିବାକୁ କେବେ ଚେଷ୍ଟା କରିନାହାନ୍ତି)

ଖର୍ଚ୍ଚି ପତ୍ନୀ

ସନ୍ତୋଷବାବୁ: ଆରେ ଭାଇ କ’ଣ କହିବି... ମୋ ସ୍ତ୍ରୀ’ଟା ଭାରି ଖର୍ଚ୍ଚି ପଡିଲା ମ...
ମନୋରଂଜନ ବାବୁ: କାହିଁକି ? କ’ଣ ହେଲା କି ?
ସନ୍ତୋଷବାବୁ: ଦୈନିକ ଅଫିସ‌୍‍ ବାହାରିଲା ବେଳକୁ ମତେ ହଜାରେ ଟଙ୍କା ମାଗୁଛି...
ମନୋରଂଜନ ବାବୁ: ହଜାରେ ଟଙ୍କା ! କିନ୍ତୁ ଏତେ ଟଙ୍କା ନେଇ ସେ କରୁଛନ୍ତି କ’ଣ ?
ସନ୍ତୋଷବାବୁ: କେଜାଣି କ’ଣ କରୁଛି... ମୁଁ ତ କେବେ ଦେଇନି, ଜାଣିବି କେମିତି ?

ବୋମା ଓ ପତ୍ନୀ

ପତ୍ନୀଙ୍କୁ ନେଇ ରାମବାବୁ ଆଜି ବୁଲିବାକୁ ଯିବାର ଅଛି। ଘଣ୍ଟାଏ ଧରି ମେକପ‌୍‍ ନେଲାପରେ ପତ୍ନୀ ଅଇନା ଆଗରୁ ହସି ହସି ବାହାରକୁ ବାହାରିଲେ ଓ ସ୍ୱାମୀଙ୍କୁ ପଚାରିଲେ- ଦେଖିଲ ମୁଁ କେମିତି ଦିଶୁଛି?
ରାମବାବୁ ଖୁସି ହୋଇ କହିଲେ: ଆହା !! ତମେ ଆଜି ଯେମିତି ଦିଶୁଛ ନା... ତମକୁ ନେଇ ପାକିସ୍ତାନ ପଟକୁ ଫିଙ୍ଗି ଦେବାକୁ ଇଚ୍ଛା ହେଉଛି...
ସ୍ୱାମୀଙ୍କ ଏମନ୍ତ କଥା ଶୁଣି ଆଶ୍ଚର୍ଯ୍ୟ ହୋଇ ପତ୍ନୀ ପଚାରିଲେ- ମାନେ ? ତମ ମୁଣ୍ଡ ଠିକ‌୍‍ ଅଛି ତ ?
ରାମବାବୁ ନିଜ କହିଥିବା କଥାଟିର ମର୍ମ ହସିହସି ପତ୍ନୀଙ୍କୁ ବୁଝାଇ ଦେଲେ- ନାଇଁମ ପ୍ରିୟେ... ମେକପ‌୍‍ ନେଲାପରେ ତମେ ସାକ୍ଷାତ ‘ବୋମା’ଟିଏ ପରି ଦିଶୁଛ...

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story