Advertisment

କଷ୍ଟ କେଉଁଠି ହେଉଛି?

ଡାକ୍ତର– ଦେଖାନ୍ତୁ ତୁମକୁ କଷ୍ଟ କେଉଁଠି ହେଉଛି। ପପୁ- ଦେଖନ୍ତୁ ମୋ ଫୋନ୍‌ ଡାକ୍ତର- ଫୋନ୍‌ କୁ କଷ୍ଟ ହେଉଛି? ପପୁ- ନା ସାର୍‌, ଦେଖନ୍ତୁ ମୋ ଫେନ୍‌। ସେ ମୋ ମେସେଜ୍‌ ସିନ୍‌ କରି ଆଉ ରିପ୍ଲାଏ ଦେଲାନି। ସେଇଠି କଷ୍ଟ ହେଉଛି।

author-image
Biswobandita Swain
କଷ୍ଟ କେଉଁଠି ହେଉଛି?

docter-cartoon

ଡାକ୍ତର- ଦେଖାନ୍ତୁ ତୁମକୁ କଷ୍ଟ କେଉଁଠି ହେଉଛି।

ପପୁ- ଦେଖନ୍ତୁ ମୋ ଫୋନ୍‌

ଡାକ୍ତର- ଫୋନ୍‌ କୁ କଷ୍ଟ ହେଉଛି?

ପପୁ-ନା ସାର୍‌, ଦେଖନ୍ତୁ ମୋ ଫେନ୍‌। ସେ ମୋ ମେସେଜ୍‌ ସିନ୍‌ କରି ଆଉ ରିପ୍ଲାଏ ଦେଲାନି। ସେଇଠି କଷ୍ଟ ହେଉଛି।

Advertisment