ମଦ ଛାଡିବାର ଉପାୟ

ରୋଗୀ- ସାର୍‌ ମୁଁ ମଦ ଛାଡି ପାରୁନି।

ଡାକ୍ତର- କେବେ ଚେଷ୍ଟା କରିଛ?

ରୋଗୀ– ହଁ, ବହୁତ ଚେଷ୍ଟା କରୁଛି, ହେଲେ ବି ଛାଡି ହଉନି। କଣ ମେଡିସିନ୍‌ ଅଛି?

ଡାକ୍ତର- ବାହା ହେଇଯାଅ।