ଅଦ୍ୟତନ ହୋଇଛି
docter
Advertisment
ରୋଗୀ- ସାର୍ ମୁଁ ମଦ ଛାଡି ପାରୁନି।
ଡାକ୍ତର- କେବେ ଚେଷ୍ଟା କରିଛ?
ରୋଗୀ- ହଁ, ବହୁତ ଚେଷ୍ଟା କରୁଛି, ହେଲେ ବି ଛାଡି ହଉନି। କଣ ମେଡିସିନ୍ ଅଛି?
ଡାକ୍ତର- ବାହା ହେଇଯାଅ।
docter
ରୋଗୀ- ସାର୍ ମୁଁ ମଦ ଛାଡି ପାରୁନି।
ଡାକ୍ତର- କେବେ ଚେଷ୍ଟା କରିଛ?
ରୋଗୀ- ହଁ, ବହୁତ ଚେଷ୍ଟା କରୁଛି, ହେଲେ ବି ଛାଡି ହଉନି। କଣ ମେଡିସିନ୍ ଅଛି?
ଡାକ୍ତର- ବାହା ହେଇଯାଅ।