ତାକୁ ସ୍ୱପ୍ନରେ ପିନ୍ଧିଦେବ

ପ୍ରେମିକା- ତମେ ଜାଣିଛ, ମୁଁ କାଲି ସ୍ୱପ୍ନରେ କ’ଣ ଦେଖିଲି?

ପ୍ରେମିକ– କ’ଣ ଦେଖିଲ?

ପ୍ରେମିକା– ତମେ ମତେ ୫ହଜାର ଟଙ୍କାର ଗୋଟେ ଡ୍ରେସ୍‌ ଗିଫ୍ଟ କରିଛ।

ପ୍ରେମିକ– ହଉ, ଆଜି ତାକୁ ସ୍ୱପ୍ନରେ ପିନ୍ଧିଦେବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।