Advertisment

ପାଠପଢ଼ା କେମିତି ଚାଲିଛି?

ମଉସା- ପପୁ ତୁ କେଉଁ ଶ୍ରେଣୀରେ ପଢୁଛୁ? ପପୁ- ମଉସା, ଦଶମ। ମଉସା- ଆଉ ପାଠପଢ଼ା କେମିତି ଚାଲିଛି? ପପୁ- ସେ ଚାଲୁ ଚାଲୁ ମୋ ଠୁ ଟିକେ ଦୂରେଇ ଯାଇଛି।

author-image
Biswobandita Swain
ପାଠପଢ଼ା କେମିତି ଚାଲିଛି?

papu-joke

ମଉସା- ପପୁ ତୁ କେଉଁ ଶ୍ରେଣୀରେ ପଢୁଛୁ?

ପପୁ- ମଉସା, ଦଶମ।

ମଉସା- ଆଉ ପାଠପଢ଼ା କେମିତି ଚାଲିଛି?

ପପୁ- ସେ ଚାଲୁ ଚାଲୁ ମୋ ଠୁ ଟିକେ ଦୂରେଇ ଯାଇଛି।