ମଉସା- ପପୁ ତୁ କେଉଁ ଶ୍ରେଣୀରେ ପଢୁଛୁ?
ପପୁ- ମଉସା, ଦଶମ।
ମଉସା- ଆଉ ପାଠପଢ଼ା କେମିତି ଚାଲିଛି?
ପପୁ- ସେ ଚାଲୁ ଚାଲୁ ମୋ ଠୁ ଟିକେ ଦୂରେଇ ଯାଇଛି।
ମଉସା- ପପୁ ତୁ କେଉଁ ଶ୍ରେଣୀରେ ପଢୁଛୁ? ପପୁ- ମଉସା, ଦଶମ। ମଉସା- ଆଉ ପାଠପଢ଼ା କେମିତି ଚାଲିଛି? ପପୁ- ସେ ଚାଲୁ ଚାଲୁ ମୋ ଠୁ ଟିକେ ଦୂରେଇ ଯାଇଛି।
papu-joke
ମଉସା- ପପୁ ତୁ କେଉଁ ଶ୍ରେଣୀରେ ପଢୁଛୁ?
ପପୁ- ମଉସା, ଦଶମ।
ମଉସା- ଆଉ ପାଠପଢ଼ା କେମିତି ଚାଲିଛି?
ପପୁ- ସେ ଚାଲୁ ଚାଲୁ ମୋ ଠୁ ଟିକେ ଦୂରେଇ ଯାଇଛି।