Advertisment

ବାପା ବୋଲି ଆଉ ଡାକେନି

ରାମୁ ସ୍କୁଲ ଟେଷ୍ଟ ପରୀକ୍ଷା ରେ ଫେଲ ହେବା ପରେ… ବାପା- ତୋ ମୁହଁକୁ ଲାଜ ଲାଗୁନି। ରାମୁ- ମୋର ଭୁଲ ହେଇଗଲା ବାପା। ବାପା- ଆଜିଠୁ ମୁ ତୋ ବାପା ନୁହେଁ। ତୁ ମତେ ବାପା ବୋଲି ଆଉ ଡାକିବୁନି। ରାମୁ- ବାପା ଏଟା ଟେଷ୍ଟ ପରୀକ୍ଷା ଥିଲା, ଡିଏନଏ ନୁହଁ।

author-image
Biswobandita Swain
ବାପା ବୋଲି ଆଉ ଡାକେନି

cartoon

ରାମୁ ସ୍କୁଲ ଟେଷ୍ଟ ପରୀକ୍ଷା ରେ ଫେଲ ହେବା ପରେ...
ବାପା- ତୋ ମୁହଁକୁ ଲାଜ ଲାଗୁନି।
ରାମୁ- ମୋର ଭୁଲ ହେଇଗଲା ବାପା।
ବାପା- ଆଜିଠୁ ମୁ ତୋ ବାପା ନୁହେଁ। ତୁ ମତେ ବାପା ବୋଲି ଆଉ ଡାକିବୁନି।
ରାମୁ- ବାପା ଏଟା ଟେଷ୍ଟ ପରୀକ୍ଷା ଥିଲା, ଡିଏନଏ ନୁହଁ।

Advertisment