ରାମୁ ସ୍କୁଲ ଟେଷ୍ଟ ପରୀକ୍ଷା ରେ ଫେଲ ହେବା ପରେ...
ବାପା- ତୋ ମୁହଁକୁ ଲାଜ ଲାଗୁନି।
ବାପା- ଆଜିଠୁ ମୁ ତୋ ବାପା ନୁହେଁ। ତୁ ମତେ ବାପା ବୋଲି ଆଉ ଡାକିବୁନି।
ରାମୁ ସ୍କୁଲ ଟେଷ୍ଟ ପରୀକ୍ଷା ରେ ଫେଲ ହେବା ପରେ… ବାପା- ତୋ ମୁହଁକୁ ଲାଜ ଲାଗୁନି। ରାମୁ- ମୋର ଭୁଲ ହେଇଗଲା ବାପା। ବାପା- ଆଜିଠୁ ମୁ ତୋ ବାପା ନୁହେଁ। ତୁ ମତେ ବାପା ବୋଲି ଆଉ ଡାକିବୁନି। ରାମୁ- ବାପା ଏଟା ଟେଷ୍ଟ ପରୀକ୍ଷା ଥିଲା, ଡିଏନଏ ନୁହଁ।
cartoon
ରାମୁ ସ୍କୁଲ ଟେଷ୍ଟ ପରୀକ୍ଷା ରେ ଫେଲ ହେବା ପରେ...
ବାପା- ତୋ ମୁହଁକୁ ଲାଜ ଲାଗୁନି।