Advertisment

ଚେକ୍‌ କରି ସିଗାରେଟ୍ ଆଣିବୁ

ବାପା- ପୁଅ ଗୋଟେ ସିଗାରେଟ୍‌ ପ୍ୟାକେଟ୍‌ ଆଣିବୁ ଗଲୁ, ଚେକ୍‌ କରି ଆଣିବୁ… ପୁଅ ଗୋଟେ ପ୍ୟାକେଟ୍‌ ସିଗାରେଟ୍‌ ଆଣିଦେଲା। ସେଥିରେ ଗୋଟେ ସିଗାରେଟ୍‌ କମ୍‌ ଥିଲା। ବାପା- ଏଥିରେ ଗୋଟେ ସିଗାରେଟ୍‌ କମ୍‌ କାଇଁ ଅଛି? ପୁଅ- ଆପଣ ତ କହିଥିଲେ ଚେକ୍‌ କରି ଆଣିବାକୁ।

author-image
Biswobandita Swain
ଚେକ୍‌ କରି ସିଗାରେଟ୍ ଆଣିବୁ

aa

ବାପା- ପୁଅ ଗୋଟେ ସିଗାରେଟ୍‌ ପ୍ୟାକେଟ୍‌ ଆଣିବୁ ଗଲୁ, ଚେକ୍‌ କରି ଆଣିବୁ...

ପୁଅ ଗୋଟେ ପ୍ୟାକେଟ୍‌ ସିଗାରେଟ୍‌ ଆଣିଦେଲା। ସେଥିରେ ଗୋଟେ ସିଗାରେଟ୍‌ କମ୍‌ ଥିଲା।

ବାପା- ଏଥିରେ ଗୋଟେ ସିଗାରେଟ୍‌ କମ୍‌ କାଇଁ ଅଛି?

ପୁଅ- ଆପଣ ତ କହିଥିଲେ ଚେକ୍‌ କରି ଆଣିବାକୁ।