ଚେକ୍‌ କରି ସିଗାରେଟ୍ ଆଣିବୁ

ବାପା- ପୁଅ ଗୋଟେ ସିଗାରେଟ୍‌ ପ୍ୟାକେଟ୍‌ ଆଣିବୁ ଗଲୁ, ଚେକ୍‌ କରି ଆଣିବୁ… ପୁଅ ଗୋଟେ ପ୍ୟାକେଟ୍‌ ସିଗାରେଟ୍‌ ଆଣିଦେଲା। ସେଥିରେ ଗୋଟେ ସିଗାରେଟ୍‌ କମ୍‌ ଥିଲା। ବାପା- ଏଥିରେ ଗୋଟେ ସିଗାରେଟ୍‌ କମ୍‌ କାଇଁ ଅଛି? ପୁଅ- ଆପଣ ତ କହିଥିଲେ ଚେକ୍‌ କରି ଆଣିବାକୁ।

aa

Biswobandita Swain
  • Published: Saturday, 07 September 2019
  • , Updated: 07 September 2019, 10:34 AM IST

ବାପା- ପୁଅ ଗୋଟେ ସିଗାରେଟ୍‌ ପ୍ୟାକେଟ୍‌ ଆଣିବୁ ଗଲୁ, ଚେକ୍‌ କରି ଆଣିବୁ...

ପୁଅ ଗୋଟେ ପ୍ୟାକେଟ୍‌ ସିଗାରେଟ୍‌ ଆଣିଦେଲା। ସେଥିରେ ଗୋଟେ ସିଗାରେଟ୍‌ କମ୍‌ ଥିଲା।

ବାପା- ଏଥିରେ ଗୋଟେ ସିଗାରେଟ୍‌ କମ୍‌ କାଇଁ ଅଛି?

ପୁଅ- ଆପଣ ତ କହିଥିଲେ ଚେକ୍‌ କରି ଆଣିବାକୁ।

Related story