/odisha-reporter/media/post_attachments/uploads/2020/02/bapa.jpg)
bapa
ପୁଅ : ବାପା ତୁମେ ମୋତେ ସବୁବେଳେ ମାରୁଛ।
ବାପା : ତୁ ଦୁଷ୍ଟ ହେଉଛୁ ବୋଲି ମାଡ଼ ଖାଉଛୁ।
ପୁଅ : ତା’ହେଲେ ତୁମ ବାପା ବି ତୁମକୁ ଏମିତି ମାରୁଥିଲେ ?
ବାପା : ହଁ ସେ ବି ମାରୁଥିଲେ !
ପୁଅ : ଜେଜେଙ୍କୁ ବି ତାଙ୍କ ବାପା ମାରୁଥିଲେ ?
ବାପା :ହଁ ଦୁଷ୍ଟ ହେଲେ, ମାଡ଼ ଖାଉଥିବେ!!
ପୁଅ : ତା’ହେଲେ ବାପା ଏ ଖାନ୍ଦାନୀ ଗୁଣ୍ଡାଗିରି କେତେଦିନ ପର୍ଯ୍ୟନ୍ତ ଚାଲିବ??
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
