ବାପାଙ୍କ ଗୁଣ୍ଡାଗିରି

ପୁଅ : ବାପା ତୁମେ ମୋତେ ସବୁବେଳେ ମାରୁଛ। ବାପା : ତୁ ଦୁଷ୍ଟ ହେଉଛୁ ବୋଲି ମାଡ଼ ଖାଉଛୁ। ପୁଅ : ତା’ହେଲେ ତୁମ ବାପା ବି ତୁମକୁ ଏମିତି ମାରୁଥିଲେ ? ବାପା : ହଁ ସେ ବି ମାରୁଥିଲେ ! ପୁଅ : ଜେଜେଙ୍କୁ ବି ତାଙ୍କ ବାପା ମାରୁଥିଲେ ? ବାପା : ହଁ ଦୁଷ୍ଟ ହେଲେ, ମାଡ଼ ଖାଉଥିବେ!! ପୁଅ : ତା’ହେଲେ ବାପା ଏ ଖାନ୍‌ଦାନୀ ଗୁଣ୍ଡାଗିରି କେତେଦିନ […]

bapa

Puspanjali Panda
  • Published: Wednesday, 05 February 2020
  • , Updated: 05 February 2020, 01:43 PM IST

ପୁଅ : ବାପା ତୁମେ ମୋତେ ସବୁବେଳେ ମାରୁଛ।

ବାପା : ତୁ ଦୁଷ୍ଟ ହେଉଛୁ ବୋଲି ମାଡ଼ ଖାଉଛୁ।

ପୁଅ : ତା’ହେଲେ ତୁମ ବାପା ବି ତୁମକୁ ଏମିତି ମାରୁଥିଲେ ?

ବାପା : ହଁ ସେ ବି ମାରୁଥିଲେ !

ପୁଅ : ଜେଜେଙ୍କୁ ବି ତାଙ୍କ ବାପା ମାରୁଥିଲେ ?

ବାପା : ହଁ ଦୁଷ୍ଟ ହେଲେ, ମାଡ଼ ଖାଉଥିବେ!!

ପୁଅ : ତା’ହେଲେ ବାପା ଏ ଖାନ୍‌ଦାନୀ ଗୁଣ୍ଡାଗିରି କେତେଦିନ ପର୍ଯ୍ୟନ୍ତ ଚାଲିବ??

Related story