ପାସ୍‌ ହେଲେ ବାଇକ୍‌, ଫେଲ୍ ହେଲେ ବି ବାଇକ୍‌

ପପୁ: ଲଭ୍‌ ମ୍ୟାରେଜ୍ ଓ ଆରେଞ୍ଜ୍ ମ୍ୟାରେଜ୍‌ ମଧ୍ୟରେ ତଫାତ୍ କ’ଣ? ବିଟୁ: ଲଭ୍‌ ମ୍ୟାରେଜ୍‌ରେ ପୁଅ ତା’ ଗର୍ଲ ଫ୍ରେଣ୍ଡକୁ ବାହା ହୁଏ। ଆରେଞ୍ଜ୍ ମ୍ୟାରେଜ୍‌ରେ ପୁଅ ଆଉ କାହାର ଗର୍ଲ ଫ୍ରେଣ୍ଡକୁ ବାହା ହୁଏ। …………………………………………………………………………………………………………………………………… ବାପା: ତୁ ପାସ୍‌ କର କି ଫେଲ୍ ହ, ତୋତେ ବାଇକ୍ ନିଶ୍ଚିତ ମିଳିବ। ପୁଅ: ଧନ୍ୟବାଦ ବାପା। ତୁମେ ବହୁତ ଭଲ। ବାପା: ପାସ୍‌ ହେଲେ ବାଇକ୍ ଚଢ଼ି କଲେଜ୍ ଯିବୁ। ଆଉ ଫେଲ୍ ହେଲେ […]

jokes

jokes

Ordigital Desk
  • Published: Friday, 23 April 2021
  • Updated: 23 April 2021, 12:26 PM IST

Sports

Latest News

ପପୁ: ଲଭ୍‌ ମ୍ୟାରେଜ୍ ଓ ଆରେଞ୍ଜ୍ ମ୍ୟାରେଜ୍‌ ମଧ୍ୟରେ ତଫାତ୍ କ’ଣ?
ବିଟୁ: ଲଭ୍‌ ମ୍ୟାରେଜ୍‌ରେ ପୁଅ ତା’ ଗର୍ଲ ଫ୍ରେଣ୍ଡକୁ ବାହା ହୁଏ। ଆରେଞ୍ଜ୍ ମ୍ୟାରେଜ୍‌ରେ ପୁଅ ଆଉ କାହାର ଗର୍ଲ ଫ୍ରେଣ୍ଡକୁ ବାହା ହୁଏ।
......................................................................................................................................................

ବାପା: ତୁ ପାସ୍‌ କର କି ଫେଲ୍ ହ, ତୋତେ ବାଇକ୍ ନିଶ୍ଚିତ ମିଳିବ।
ପୁଅ: ଧନ୍ୟବାଦ ବାପା। ତୁମେ ବହୁତ ଭଲ।
ବାପା: ପାସ୍‌ ହେଲେ ବାଇକ୍ ଚଢ଼ି କଲେଜ୍ ଯିବୁ। ଆଉ ଫେଲ୍ ହେଲେ ବାଇକ୍‌ ନେଇ କ୍ଷୀର ବିକିବାକୁ ଯିବୁ।

ହ୍ୟାଣ୍ଡସମ୍‌ ପୁଅଟିଏ କ୍ଲାସ୍‌କୁ ଆସିବା ପରେ ସବୁ ଝିଅ ତା’ ଦିୱାନୀ ହୋଇଗଲେ। କିନ୍ତୁ ପୁଅଟି ଏମିତି କିଛି କଥା କହିଦେଲେ, ଯାହା ଶୁଣି ଝିଅଙ୍କ ହୋସ୍ ଉଡ଼ି ଯାଇଥିଲା।

ତା’ହେଲେ ପୁଅଟି ଏମିତି କ’ଣ କହିଥିବ?

ପୁଅଟି କ୍ଲାସ୍‌କୁ ଆସି କହିଥିଲା, ଭଉଣୀମାନେ ଟିକେ ବାହାରି ଯାଅ। ମୁଁ କ୍ଲାସ୍‌ ରୁମ୍‌ ଝାଡ଼ୁ କରିବି।

ହାଏରେ ବେକାରୀ!

ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ସବୁ ଦିନେ ଫୋନ୍‌ କରୁଥିଲେ, ଯିଏ ରାଗି ତାଙ୍କ ବାପ ଘରକୁ ଚାଲି ଯାଇଥିଲେ। କିନ୍ତୁ ପତ୍ନୀଙ୍କ ବଦଳରେ ସବୁଦିନେ ଶାଶୂ ଫୋନ୍ ଉଠାଉ ଥିଲେ ଓ ଝିଅ ଆଉ ତାଙ୍କ (ଜ୍ୱାଇଁ) ପାଖକୁ ଫେରିବ ନାହିଁ ବୋଲି କହୁଥିଲେ।

ସେଦିନ କିନ୍ତୁ ଶାଶୂ ବହୁତ ରାଗି ଯାଇଥିଲେ। ଜ୍ୱାଇଁ ପୁଣି ଫୋନ୍‌ରେ ସେହି ପୁରୁଣା କଥା ପଚାରିବାରୁ ସେ କହିଥିଲେ- କେତେ ଥର ତୁମକୁ କହିଲି, ଝିଅ ଆଉ ତୁମ ପାଖକୁ ଫେରିବ ନାହିଁ। ବାରମ୍ବାର ଏହି କଥା କହିବା ସତ୍ତ୍ୱେ ତୁମେ କାହିଁକି ସବୁ ଦିନେ ସେହି ସମାନ ପ୍ରଶ୍ନ କରୁଛ?

ଜ୍ୱାଇଁ: ଆପଣଙ୍କ ମୁହଁରୁ ଏହି କଥା ଶୁଣି ଭାରି ବଢ଼ିଆ ଲାଗେ। ତେଣୁ ସବୁ ଦିନେ ଫୋନ୍ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story