୨୦୨୦ର ନିଆରା କାହାଣୀ

ରାମ- ଆଗାମୀ ପିଢୀକୁ ଆମେ ୨୦୨୦ର ନିଆରା କାହାଣୀ ଶୁଣାଇବା।

ଆହୁରି ପଢ଼ନ୍ତୁ

ଶ୍ୟାମ-କେମିତି?

ରାମ- ଆମେ କହିବା ୨୦୨୦ରେ ଜାନୁୟାରୀ ଆସିଲା, ଫେବୃଆରୀ ଆସିଲା, ମାର୍ଚ୍ଚ ଆସିଲା ତାପରେ ଲକ୍‌ଡାଉନ୍‌। ତାପରେ ହାପି ନ୍ୟୁ ୟିଅର।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।