କମ୍ପାନୀର ଏମ୍ଡି ଛାତି ଫୁଲେଇ କହିଲେ, ମୋ କମ୍ପାନୀରେ ଯେତେ ଚାକିରିଆ ଅଛନ୍ତି, ସେମାନେ ସମସ୍ତେ ବିବାହିତ। ଅବିବାହିତ ଲୋକଙ୍କୁ ମୋ କମ୍ପାନୀରେ ଏଣ୍ଟ୍ରି ନାହିଁ।
ନୂଆ ଚାକିରି କରିବାକୁ ଆସିଥିବା ଯୁବକଟି କାଖରେ ଫାଇଲ ଜାକି ପଚାରିଲା, ସାର୍ ଏମିତି କ’ଣ ନିୟମ କରିଛନ୍ତି?
ଏମ୍ଡି କହିଲେ, ନିୟମଟାକୁ ମୁଁ ବହୁତ ଭାବିଚିନ୍ତି ମୋ ନିଜ ଅଭିଞତାରୁ କରିଛି। କାରଣ ହେଲା, ବିବାହିତ ଲୋକଟିର ଗାଳି ଶୁଣି ସମ୍ଭାଳିବାର ଯଥେଷ୍ଟ କ୍ଷମତା ଥାଏ। ଏଣୁ ମୋତେ ଆଉ ଭବିଷ୍ୟତରେ ଅସୁବିଧା ହବନି। ସେମାନେ ବି ଘରକୁ ଜଲ୍ଦି ଯିବାକୁ ଇଚ୍ଛା କରିବେ ନାହିଁ। ଏଇଥି ପାଇଁ।
ଯୁବକ ଜଣକ କାବା ହୋଇ ଅନେଇଥାନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Human Intrest
ମା’ କ୍ଷୀରରୁ ବଞ୍ଚିତ ଶିଶୁଙ୍କ ମୁହଁରେ ହସ ଫୁଟାଉଛନ୍ତି
ତାଙ୍କର ଏହି ସେବାକୁ ୧୦ ବର୍ଷ ପୂରିଥିବା ବେଳେ ଏଯାଏଁ ସେ ୨୬୪୫ ଲିଟର କ୍ଷୀର ଦାନ କଲେଣି।
Technology
ଦୀପାବଳିରେ 'ଆମାଜନ ଆଲେକ୍ସା' ଉଡ଼ାଇଲା ରକେଟ, ଚର୍ଚ୍ଚାରେ ଓଡ଼ିଆ ପୁଅଙ୍କ AI କମାଲ
ଆମାଜନର ଆଲେକ୍ସା ଡିଭାଇସ୍ ସାହାଯ୍ୟରେ ଉଡ଼ିଲା ରକେଟ ବାଣ। ଚର୍ଚ୍ଚାରେ ଓଡ଼ିଆ ଯୁବକ ମଣିକାନ୍ତଙ୍କ ନୂଆ କୌଶଳ।
Human Intrest
ମେଡିକାଲ କର୍ତ୍ତୃପକ୍ଷ ଜାଣି ପାରିଲେନି, ଅଦଳବଦଳ କରିଦେଲେ ଛୁଆ
କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ତ୍ରୁଟି। ଛୁଆ ଅଦଳବଦଳ କରିଦେଲେ ମେଡିକାଲ କର୍ତ୍ତୃପକ୍ଷ। ଜଣାପଡ଼ିଲା ପରେ ନିଜ ଭୁଲ ସୁଧାରି ବଦଳ ହୋଇଥିବା ପୁଅକୁ ନିଜ ବାପା-ମାଆଙ୍କୁ ଫେରାଇଲେ।