Advertisment

ଚାକିରି ନିୟମ

କମ୍ପାନୀର ଏମ୍‌ଡି ଛାତି ଫୁଲେଇ କହିଲେ, ମୋ କମ୍ପାନୀରେ ଯେତେ ଚାକିରିଆ ଅଛନ୍ତି, ସେମାନେ ସମସ୍ତେ ବିବାହିତ। ଅବିବାହିତ ଲୋକଙ୍କୁ ମୋ କମ୍ପାନୀରେ ଏଣ୍ଟ୍ରି ନାହିଁ। ନୂଆ ଚାକିରି କରିବାକୁ ଆସିଥିବା ଯୁବକଟି କାଖରେ ଫାଇଲ ଜାକି ପଚାରିଲା, ସାର୍‌ ଏମିତି କ’ଣ ନିୟମ କରିଛନ୍ତି? ଏମ୍‌ଡି କହିଲେ, ନିୟମଟାକୁ ମୁଁ ବହୁତ ଭାବିଚିନ୍ତି ମୋ ନିଜ ଅଭିଞତାରୁ କରିଛି। କାରଣ ହେଲା, ବିବାହିତ ଲୋକଟିର ଗାଳି ଶୁଣି ସମ୍ଭାଳିବାର ଯଥେଷ୍ଟ କ୍ଷମତା ଥାଏ। ଏଣୁ ମୋତେ […]

ଚାକିରି ନିୟମ

Untitled

Advertisment

କମ୍ପାନୀର ଏମ୍‌ଡି ଛାତି ଫୁଲେଇ କହିଲେ, ମୋ କମ୍ପାନୀରେ ଯେତେ ଚାକିରିଆ ଅଛନ୍ତି, ସେମାନେ ସମସ୍ତେ ବିବାହିତ। ଅବିବାହିତ ଲୋକଙ୍କୁ ମୋ କମ୍ପାନୀରେ ଏଣ୍ଟ୍ରି ନାହିଁ।

Advertisment

ନୂଆ ଚାକିରି କରିବାକୁ ଆସିଥିବା ଯୁବକଟି କାଖରେ ଫାଇଲ ଜାକି ପଚାରିଲା, ସାର୍‌ ଏମିତି କ’ଣ ନିୟମ କରିଛନ୍ତି?

ଏମ୍‌ଡି କହିଲେ, ନିୟମଟାକୁ ମୁଁ ବହୁତ ଭାବିଚିନ୍ତି ମୋ ନିଜ ଅଭିଞତାରୁ କରିଛି। କାରଣ ହେଲା, ବିବାହିତ ଲୋକଟିର ଗାଳି ଶୁଣି ସମ୍ଭାଳିବାର ଯଥେଷ୍ଟ କ୍ଷମତା ଥାଏ। ଏଣୁ ମୋତେ ଆଉ ଭବିଷ୍ୟତରେ ଅସୁବିଧା ହବନି। ସେମାନେ ବି ଘରକୁ ଜଲ୍‌ଦି ଯିବାକୁ ଇଚ୍ଛା କରିବେ ନାହିଁ। ଏଇଥି ପାଇଁ।

Advertisment

ଯୁବକ ଜଣକ କାବା ହୋଇ ଅନେଇଥାନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe