ସିଂହ ପିଞ୍ଜରାରେ ତାଲା

ଅଫିସର : ତୁମେ ସିଂହ ପିଞ୍ଜରାରେ ତାଲା କାହିଁକି ଲଗାଇନ ?

କର୍ମଚାରୀ : କିଛି ଆବଶ୍ୟକତା ନାହିଁ।

ଅଫିସର : କେମିତି ଜାଣିଲ ?

କର୍ମଚାରୀ : ଏତେ ଭୟାନକ ଜନ୍ତୁକୁ କିଏ ଚୋରେଇ ନେବ ଯେ ସାର୍‌ ତାଲା ପକାଇବି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।