Advertisment

ସିଂହ ପିଞ୍ଜରାରେ ତାଲା

ଅଫିସର : ତୁମେ ସିଂହ ପିଞ୍ଜରାରେ ତାଲା କାହିଁକି ଲଗାଇନ ? କର୍ମଚାରୀ : କିଛି ଆବଶ୍ୟକତା ନାହିଁ। ଅଫିସର : କେମିତି ଜାଣିଲ ? କର୍ମଚାରୀ : ଏତେ ଭୟାନକ ଜନ୍ତୁକୁ କିଏ ଚୋରେଇ ନେବ ଯେ ସାର୍‌ ତାଲା ପକାଇବି।

ସିଂହ ପିଞ୍ଜରାରେ ତାଲା

lion

Advertisment

ଅଫିସର : ତୁମେ ସିଂହ ପିଞ୍ଜରାରେ ତାଲା କାହିଁକି ଲଗାଇନ ?

କର୍ମଚାରୀ : କିଛି ଆବଶ୍ୟକତା ନାହିଁ।

ଅଫିସର : କେମିତି ଜାଣିଲ ?

କର୍ମଚାରୀ : ଏତେ ଭୟାନକ ଜନ୍ତୁକୁ କିଏ ଚୋରେଇ ନେବ ଯେ ସାର୍‌ ତାଲା ପକାଇବି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe