Advertisment

୩୦ ଦିନ ଛୁଟି ଦରକାର

କର୍ମଚାରୀ : ସାର୍‌ ମୋତେ ୨ ଦିନ ପାଇଁ ଗାଁକୁ ଯିବାକୁ ଅଛି। ସେଥିପାଇଁ ୩୦ ଦିନ ଛୁଟି ଦରକାର। ବସ୍ ‌: ୨ ଦିନ ଗାଁକୁ ଯିବ। ୩୦ ଦିନ ଛୁଟି ନେଇ କ’ଣ କରିବ ? କର୍ମଚାରୀ : ୧୪ ସେଠି କ୍ୱାରେଣ୍ଟାଇନରେ ରହିବି। ୧୪ ଦିନ ଏଠି କ୍ୱାରେଣ୍ଟାଇନରେ ରହିବି। ଏହାକୁ ଛାଡ଼ି ଦୁଇଦିନ ଛୁଟିରେ ରହିବି।

author-image
Puspanjali Panda
୩୦ ଦିନ ଛୁଟି ଦରକାର

joke

କର୍ମଚାରୀ : ସାର୍‌ ମୋତେ ୨ ଦିନ ପାଇଁ ଗାଁକୁ ଯିବାକୁ ଅଛି। ସେଥିପାଇଁ ୩୦ ଦିନ ଛୁଟି ଦରକାର।

Advertisment

ବସ୍ ‌: ୨ ଦିନ ଗାଁକୁ ଯିବ। ୩୦ ଦିନ ଛୁଟି ନେଇ କ’ଣ କରିବ ?

କର୍ମଚାରୀ : ୧୪ ସେଠି କ୍ୱାରେଣ୍ଟାଇନରେ ରହିବି। ୧୪ ଦିନ ଏଠି କ୍ୱାରେଣ୍ଟାଇନରେ ରହିବି। ଏହାକୁ ଛାଡ଼ି ଦୁଇଦିନ ଛୁଟିରେ ରହିବି।