joke
Advertisment
କର୍ମଚାରୀ : ସାର୍ ମୋତେ ୨ ଦିନ ପାଇଁ ଗାଁକୁ ଯିବାକୁ ଅଛି। ସେଥିପାଇଁ ୩୦ ଦିନ ଛୁଟି ଦରକାର।
Advertisment
ବସ୍ : ୨ ଦିନ ଗାଁକୁ ଯିବ। ୩୦ ଦିନ ଛୁଟି ନେଇ କ’ଣ କରିବ ?
କର୍ମଚାରୀ : ୧୪ ସେଠି କ୍ୱାରେଣ୍ଟାଇନରେ ରହିବି। ୧୪ ଦିନ ଏଠି କ୍ୱାରେଣ୍ଟାଇନରେ ରହିବି। ଏହାକୁ ଛାଡ଼ି ଦୁଇଦିନ ଛୁଟିରେ ରହିବି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/06/joke-3.jpg)