Advertisment

ଗାତରେ କେମିତି ପଡ଼ିଲ ?

ଡାକ୍ତର : ତୁମେ ଗାତରେ କେମିତି ପଡ଼ିଲ ? ପପୁ : ମୋ ଭାଗ୍ୟ ଖରାପ… ଡାକ୍ତର : ତୁମେ କ’ଣ କହିବାକୁ ଚାହୁଁଛ ? ପପୁ : କ’ଣ କହିବି ସାର୍‌ ରାସ୍ତାରେ ଗାତ ହୋଇଥିଲା, ମୁଁ ସାମାଜିକ ଦୂରତା ପାଇଁ କଟା ଯାଉଥିବା ଗୋଲ୍‌ ଭାବି ଛିଡ଼ା ହେବାରୁ ଗଳି ପଡ଼ିଲି।

ଗାତରେ କେମିତି ପଡ଼ିଲ ?

gata

Advertisment

ଡାକ୍ତର : ତୁମେ ଗାତରେ କେମିତି ପଡ଼ିଲ ?

ପପୁ : ମୋ ଭାଗ୍ୟ ଖରାପ...

ଡାକ୍ତର : ତୁମେ କ’ଣ କହିବାକୁ ଚାହୁଁଛ ?

ପପୁ : କ’ଣ କହିବି ସାର୍‌ ରାସ୍ତାରେ ଗାତ ହୋଇଥିଲା, ମୁଁ ସାମାଜିକ ଦୂରତା ପାଇଁ କଟା ଯାଉଥିବା ଗୋଲ୍‌ ଭାବି ଛିଡ଼ା ହେବାରୁ ଗଳି ପଡ଼ିଲି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe