Advertisment

ତୁମକୁ ପାକିସ୍ତାନରେ ଫୋପାଡ଼ି ଦେବି

ମେକଅପ୍‌ ଓ ଶାଢ଼ି ପିନ୍ଧି ସାରିବା ପରେ ସ୍ତ୍ରୀ ସ୍ୱାମୀଙ୍କୁ ପଚାରିଲେ, କହିଲ ଦେଖି ମୁଁ କେମିତି ଲାଗୁଛି ? ସ୍ୱାମୀ: ବିଶ୍ୱାସ କର ଇଚ୍ଛା ହେଉଛି ତୁମକୁ ନେଇ ପାକିସ୍ତାନରେ ଫୋପାଡ଼ି ଦେଇ ଆସିବି। ସ୍ତ୍ରୀ: କ’ଣ କହିବାକୁ ଚାହୁଁଛ ତୁମେ ? ମୁଁ କ’ଣ ଏତେ ଖରାପ ଦେଖା ଯାଉଛି, ମୋତେ ପାକିସ୍ତାନରେ ଫୋପାଡ଼ିଦେବ କହୁଛ.. ସ୍ୱାମୀ: ନା..ମ ସେକଥା ନୁହେଁ, ମୁଁ କହିବାକୁ ଚାହୁଁଛି ଯେ ତୁମେ ଆଜି ବମ୍‌ ପରି ଦେଖା […]

author-image
Puspanjali Panda
ତୁମକୁ ପାକିସ୍ତାନରେ ଫୋପାଡ଼ି ଦେବି

yyy

ମେକଅପ୍‌ ଓ ଶାଢ଼ି ପିନ୍ଧି ସାରିବା ପରେ ସ୍ତ୍ରୀ ସ୍ୱାମୀଙ୍କୁ ପଚାରିଲେ, କହିଲ ଦେଖି ମୁଁ କେମିତି ଲାଗୁଛି ?

Advertisment

ସ୍ୱାମୀ: ବିଶ୍ୱାସ କର ଇଚ୍ଛା ହେଉଛି ତୁମକୁ ନେଇ ପାକିସ୍ତାନରେ ଫୋପାଡ଼ି ଦେଇ ଆସିବି।

ସ୍ତ୍ରୀ: କ’ଣ କହିବାକୁ ଚାହୁଁଛ ତୁମେ ? ମୁଁ କ’ଣ ଏତେ ଖରାପ ଦେଖା ଯାଉଛି, ମୋତେ ପାକିସ୍ତାନରେ ଫୋପାଡ଼ିଦେବ କହୁଛ..

ସ୍ୱାମୀ: ନା..ମ ସେକଥା ନୁହେଁ, ମୁଁ କହିବାକୁ ଚାହୁଁଛି ଯେ ତୁମେ ଆଜି ବମ୍‌ ପରି ଦେଖା ଯାଉଛ...

Advertisment