yyy
Advertisment
ମେକଅପ୍ ଓ ଶାଢ଼ି ପିନ୍ଧି ସାରିବା ପରେ ସ୍ତ୍ରୀ ସ୍ୱାମୀଙ୍କୁ ପଚାରିଲେ, କହିଲ ଦେଖି ମୁଁ କେମିତି ଲାଗୁଛି ?
Advertisment
ସ୍ୱାମୀ: ବିଶ୍ୱାସ କର ଇଚ୍ଛା ହେଉଛି ତୁମକୁ ନେଇ ପାକିସ୍ତାନରେ ଫୋପାଡ଼ି ଦେଇ ଆସିବି।
ସ୍ତ୍ରୀ: କ’ଣ କହିବାକୁ ଚାହୁଁଛ ତୁମେ ? ମୁଁ କ’ଣ ଏତେ ଖରାପ ଦେଖା ଯାଉଛି, ମୋତେ ପାକିସ୍ତାନରେ ଫୋପାଡ଼ିଦେବ କହୁଛ..
ସ୍ୱାମୀ: ନା..ମ ସେକଥା ନୁହେଁ, ମୁଁ କହିବାକୁ ଚାହୁଁଛି ଯେ ତୁମେ ଆଜି ବମ୍ ପରି ଦେଖା ଯାଉଛ...
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/12/yyy-1.jpg)