କୁକୁଡ଼ା ଛୁଆଙ୍କ ନାମକରଣ

ଦିନେ ମା’ କୁକୁଡ଼ା ଓ ତା’ର ଛୁଆମାନଙ୍କ ବାହାରେ ବୁଲୁଥିଲା। ବୁଲୁ ବୁଲୁ ସେମାନଙ୍କ ମଧ୍ୟରୁ ଜଣେ କୁକୁଡ଼ା ଛୁଆ କାନ୍ଦିବାକୁ ଲାଗିଲେ। କାନ୍ଦିବା ଦେଖି ମା’ କୁକୁଡ଼ା ତା’ର ଛୁଆଙ୍କୁ ପଚାରିଲା। କାହିଁକି କାନ୍ଦୁଛୁ? କୁକୁଡ଼ା ଛୁଆ କାନ୍ଦ ବନ୍ଦ କରି କହିଲା- ମା’ ମଣିଷ ଛୁଆ ଜନ୍ମ ହେବା ମାତ୍ରେ ବାପାମା’ ତା’ର ନାଁ ଦିଅନ୍ତି। ଆମେ ଜନ୍ମ ହେବା ପରେ ତମେ କାହିଁକି ଆମର ନାଁ ଦେଲ ନାହିଁ? ମା’ କୁକୁଡ଼ା: ପୁଅ […]

kukuda

kukuda

Puspanjali Panda
  • Published: Sunday, 11 August 2019
  • Updated: 11 August 2019, 11:16 AM IST

Sports

Latest News

ଦିନେ ମା’ କୁକୁଡ଼ା ଓ ତା’ର ଛୁଆମାନଙ୍କ ବାହାରେ ବୁଲୁଥିଲା। ବୁଲୁ ବୁଲୁ ସେମାନଙ୍କ ମଧ୍ୟରୁ ଜଣେ କୁକୁଡ଼ା ଛୁଆ କାନ୍ଦିବାକୁ ଲାଗିଲେ। କାନ୍ଦିବା ଦେଖି ମା’ କୁକୁଡ଼ା ତା’ର ଛୁଆଙ୍କୁ ପଚାରିଲା। କାହିଁକି କାନ୍ଦୁଛୁ?

କୁକୁଡ଼ା ଛୁଆ କାନ୍ଦ ବନ୍ଦ କରି କହିଲା- ମା’ ମଣିଷ ଛୁଆ ଜନ୍ମ ହେବା ମାତ୍ରେ ବାପାମା’ ତା’ର ନାଁ ଦିଅନ୍ତି। ଆମେ ଜନ୍ମ ହେବା ପରେ ତମେ କାହିଁକି ଆମର ନାଁ ଦେଲ ନାହିଁ?

ମା’ କୁକୁଡ଼ା: ପୁଅ ଆମ ଜାତିରେ ମରିବା ପରେ ହିଁ ନାମକରଣ କରାଯାଇଥାଏ।

କୁକୁଡ଼ା ଛୁଆ: କେମିତି ମା’...

ମା’ କୁକୁଡ଼ା: ଯେମିତିକି ଚିକେନ୍‌ ଟିକ୍କା, ଚିକେନ୍‌ ଚିଲି, ଚିକେନ୍‌ ତନ୍ଦୁରୀ, କଡ଼ାଇ ଚିକେନ୍‌....

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story